ଫଳାଫଳ ତାଲିକା
1. |
ଶ୍ରମିକଙ୍କ ଚୟନ, ନିଯୁକ୍ତି ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଏବଂ ମାଲେସିଆ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର |
ଡ. ଏସ୍ ଜୟଶଙ୍କର, |
ୱାଇବି ଶ୍ରୀ ଷ୍ଟିଭେନ୍ ସିମ୍ ଚି କିଓଙ୍ଗ, |
2 |
ଆୟୁର୍ବେଦ ଏବଂ ଅନ୍ୟ ପାରମ୍ପରିକ ଚିକିତ୍ସା ପଦ୍ଧତି କ୍ଷେତ୍ରରେ ସହଯୋଗ ପାଇଁ ମାଲେସିଆ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର । |
ଡ. ଏସ୍ ଜୟଶଙ୍କର, |
ୱାଇବି ଦାଟୋ, ସେରି ଉତମା ହାଜି ମହମ୍ମଦ ହାଜି ହାସନ, ମାଲେସିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ |
3. |
ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ପାଇଁ ମାଲେସିଆ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର । |
ଡ. ଏସ୍ ଜୟଶଙ୍କର, |
ୱାଇବି ଦାତୋ, ଗୋବିନ୍ଦ ସିଂହଦେଓ |
4. |
ସଂସ୍କୃତି, କଳା ଏବଂ ଐତିହ୍ୟ କ୍ଷେତ୍ରରେ ଭାରତ ସରକାର ଏବଂ ମାଲେସିଆ ସରକାରଙ୍କ ମଧ୍ୟରେ ସହଯୋଗ ଉପରେ କାର୍ଯ୍ୟକ୍ରମ । |
ଡ. ଏସ୍ ଜୟଶଙ୍କର, |
ୱାଇବି ଦାତୋ ଶ୍ରୀ ଟିଓଙ୍ଗ କିଙ୍ଗ ସିଂ, |
5. |
ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ପାଇଁ ମାଲେସିଆ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର । |
ଡ. ଏସ୍ ଜୟଶଙ୍କର, |
ୱାଇବି ଦାତୋ ଶ୍ରୀ ଟିଓଙ୍ଗ କିଙ୍ଗ ସିଂ, |
6. |
ଯୁବ ଓ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ପାଇଁ ମାଲେସିଆ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର |
ଡ. ଏସ୍ ଜୟଶଙ୍କର, |
ୱାଇବି ଦାଟୋ, ସେରି ଉତମା ହାଜି ମହମ୍ମଦ ହାଜି ହାସନ, ମାଲେସିଆର ବୈଦେଶିକ ବ୍ୟାପାର ମନ୍ତ୍ରୀ |
7. |
ସାଧାରଣ ପ୍ରଶାସନ ଏବଂ ଶାସନ ସଂସ୍କାର କ୍ଷେତ୍ରରେ ସହଯୋଗ ପାଇଁ ମାଲେସିଆ ସରକାର ଏବଂ ଭାରତ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର । |
ଶ୍ରୀ ଜୟଦୀପ ମଜୁମଦାର, ସେକ୍ରେଟାରି (ପୂର୍ବ), |
ୱାଇବି ଦାଟୋ, ଶ୍ରୀ ୱାନ ଅହମ୍ମଦ ଡାହଲାନ ହାଜି ଅବଦୁଲ ଅଜିଜ, ମାଲେସିଆର ଜନସେବା ମହାନିର୍ଦ୍ଦେଶକ |
8. |
ପାରସ୍ପରିକ ସହଯୋଗ ସମ୍ପର୍କରେ ଅନ୍ତର୍ଜାତୀୟ ଆର୍ଥିକ କେନ୍ଦ୍ର ସେବା ପ୍ରାଧିକରଣ (ଆଇଏଫଏସସିଏ) ଏବଂ ଲାବୁଆନ୍ ଫାଇନାନ୍ସିଆଲ ସର୍ଭିସେସ୍ ଅଥରିଟି ମଧ୍ୟରେ ବୁଝାମଣାପତ୍ର । |
ଶ୍ରୀ. ବି.ଏନ୍ ରେଡ୍ଡୀ, |
ୱାଇଭିଜି ଦାଟୋ‘ ୱାନ୍ ମହମ୍ମଦ ଫଡଜମି ଚେ ୱାନ୍ ଓଥମ୍ୟାନ୍ ଫଡଜିଲାନ୍, |
9. |
୧୯ ଅଗଷ୍ଟ ୨୦୨୪ରେ ଅନୁଷ୍ଠିତ ନବମ ଭାରତ–ମାଲେସିଆ ସିଇଓ ଫୋରମର ରିପୋର୍ଟ ଉପସ୍ଥାପନ |
ଭାରତ–ମାଲେସିଆ ସିଇଓ ଫୋରମର କୋ–ଚେୟାର ଶ୍ରୀ ନିଖିଲ ମେସୱାନୀ ମିଳିତ ଭାବେ ରିପୋର୍ଟ ଉପସ୍ଥାପନ କରିଥିଲେ। |
କ୍ର.ନଂ. | ଏମଓୟୁ/ ରାଜିନାମା |
ବୁଝାମଣା ପତ୍ର ବିନିମୟ ପାଇଁ ଭାରତ ପକ୍ଷରୁ ପ୍ରତିନିଧି
|
ବୁଝାମଣା ପତ୍ର ବିନିମୟ ପାଇଁ ମାଲେସିଆ ପକ୍ଷରୁ ପ୍ରତିନିଧି |
---|
ଘୋଷଣା
କ୍ର.ନଂ. |
ଘୋଷଣା |
1. |
ଭାରତ–ମାଲେସିଆ ସମ୍ପର୍କ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ ହୋଇଛି |
2. |
ଭାରତ–ମାଲେସିଆ ମିଳିତ ବିବୃତି |
3 |
ମାଲେସିଆକୁ ୨,୦୦,୦୦୦ ମେଟ୍ରିକ୍ ଟନ୍ ହ୍ବାଇଟ୍ ରାଇସର ସ୍ବତନ୍ତ୍ର ଆବଣ୍ଟନ |
4. |
ମାଲେସିଆ ନାଗରିକଙ୍କ ପାଇଁ ୧୦୦ ଅତିରିକ୍ତ ଆଇଟିଇସି ସ୍ଲଟ୍ ଆବଣ୍ଟନ |
5. |
ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ରେ ମାଲେସିଆ ପ୍ରତିଷ୍ଠାତା ସଦସ୍ୟ ଭାବେ ସାମିଲ |
6. |
ମାଲେସିଆର ଟୁନକୁ ଅବଦୁଲ ରେହମାନ (ୟୁଟିଏଆର୍) ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦ ଚେୟାର ପ୍ରତିଷ୍ଠା |
7. |
ମାଲେସିଆର ମାଲାୟା ବିଶ୍ୱବିଦ୍ୟାଳୟରେ ଥିରୁଭାଲ୍ଲୁଭର ଇଣ୍ଡିଆନ୍ ଷ୍ଟଡିଜ୍ ଚେୟାର ପ୍ରତିଷ୍ଠା |
8. |
ଭାରତ–ମାଲେସିଆ ଷ୍ଟାର୍ଟଅପ୍ ଆଲାଏନ୍ସ ଅଧୀନରେ ଉଭୟ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ମଧ୍ୟରେ ସହଯୋଗ |
9. |
ଭାରତ–ମାଲେସିଆ ଡିଜିଟାଲ କାଉନ୍ସିଲ୍ |
10. |
ନବମ ଭାରତ–ମାଲେସିଆ ସିଇଓ ଫୋରମର ଆୟୋଜନ |
BS
Addressing the press meet with PM @anwaribrahim of Malaysia. https://t.co/7pr6RRm908
— Narendra Modi (@narendramodi) August 20, 2024
प्रधानमंत्री बनने के बाद, अनवर इब्राहिम जी का भारत का यह पहला दौरा है।
— PMO India (@PMOIndia) August 20, 2024
मुझे खुशी है कि मेरे तीसरे कार्यकाल की शुरुआत में ही भारत में आपका स्वागत करने का अवसर मिल रहा है: PM @narendramodi
भारत और मलेशिया के बीच Enhanced Strategic Partnership का एक दशक पूरा हो रहा है।
— PMO India (@PMOIndia) August 20, 2024
और पिछले दो सालों में, प्रधानमंत्री अनवर इब्राहिम के सहयोग से हमारी पार्ट्नर्शिप में एक नई गति और ऊर्जा आई है।
आज हमने आपसी सहयोग के सभी क्षेत्रों पर व्यापक रूप से चर्चा की: PM @narendramodi
आज हमने निर्णय लिया है कि हमारी साझेदारी को Comprehensive Strategic Partnership के रूप में elevate किया जाएगा।
— PMO India (@PMOIndia) August 20, 2024
हमारा मानना है कि आर्थिक सहयोग में अभी और बहुत potential है: PM @narendramodi
मलेशिया की “यूनिवर्सिटी तुन्कु अब्दुल रहमान” में एक आयुर्वेद Chair स्थापित की जा रही है।
— PMO India (@PMOIndia) August 20, 2024
इसके अलावा, मलेया यूनिवर्सिटी में तिरुवल्लुवर चेयर स्थापित करने का निर्णय भी लिया गया है: PM @narendramodi
ASEAN और इंडो-पेसिफिक क्षेत्र में मलेशिया, भारत का अहम पार्टनर है।
— PMO India (@PMOIndia) August 20, 2024
भारत आसियान centrality को प्राथमिकता देता है।
हम सहमत हैं कि भारत और आसियान के बीच FTA की समीक्षा को समयबद्द तरीके से पूरा करना चाहिए: PM @narendramodi