୧. |
ସୀମାପାର କାରବାର ନିମନ୍ତେ ସ୍ଥାନୀୟ ମୁଦ୍ରା (ଆଇଏନ୍ଆର୍ କିମ୍ବା ଏମ୍ୟୁଆର୍) ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ମରିସସ୍ ବ୍ୟାଙ୍କ ମଧ୍ୟରେ ଚୁକ୍ତି । |
୨. |
ମରିସସ୍ ସରକାର (ଋଣକ୍ରତା ଭାବରେ) ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଋଣଦାତା ବ୍ୟାଙ୍କ ଭାବରେ) ମଧ୍ୟରେ ଋଣ ସୁବିଧା ବୁଝାମଣା । |
୩. |
ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ପାଇଁ ମରିସସ୍ର ଶିଳ୍ପ, ଏସ୍ଏମ୍ଇ ଏବଂ ସମବାୟ ମନ୍ତ୍ରାଳୟ (ଏସ୍ଏମ୍ଇ ବିଭାଗ) ଓ ଭାରତର ସୁକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ମଧ୍ୟରେ ବୁଝାମଣାପତ୍ର । |
୪. |
ସୁଷମା ସ୍ୱରାଜ ବିଦେଶ ସେବା ସଂସ୍ଥାନ ଓ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ମରିସସ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ଆଞ୍ଚଳିକ ସମନ୍ୱୟ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର । |
୫. |
ମରିସସ୍ ସରକାରଙ୍କ ଜନସେବା ଏବଂ ପ୍ରଶାସନିକ ସଂସ୍କାର ମନ୍ତ୍ରଣାଳୟ (ଏମ୍ପିଏସ୍ଏଆର୍) ଏବଂ ରାଷ୍ଟ୍ରୀୟ ସୁଶାସନ କେନ୍ଦ୍ର (ଏନ୍ସିଜିଜି), ପ୍ରଶାସନିକ ସଂସ୍କାର ଏବଂ ଭାରତର ସରକାରଙ୍କ ସଧାରଣ ଅଭିଯୋଗ ବିଭାଗ ମଧ୍ୟରେ ବୁଝାମଣା। |
୬. |
ଭାରତୀୟ ନୌସେନା ଏବଂ ମରିସସ୍ ସରକାରଙ୍କ ମଧ୍ୟରେ ହ୍ୱାଇଟ୍ ସିପିଂ ସୂଚନା ଆଦାନପ୍ରଦାନ ପାଇଁ ବୈଷୟିକ ବୁଝାମଣା । |
୭. |
ଭାରତ ସରକାରଙ୍କ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର (ଆଇଏନ୍ସିଓଆଇଏସ୍), ଭୂବିଜ୍ଞାନ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ), ଡିପାର୍ଟମେଣ୍ଟ ଅଫ୍ କଣ୍ଟିନେଣ୍ଟାଲ୍ ସେଲ୍ଫ, ସାମୁଦ୍ରିକ କ୍ଷେତ୍ରରେ ପ୍ରଶାସନ ଏବଂ ଅନୁସନ୍ଧାନ (ସିଏସ୍ଏମ୍ଜେଡ୍ଏଇ) ମଧ୍ୟରେ ବୁଝାମଣାପତ୍ର । |
୮. |
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ମରିସସ୍ର ଆର୍ଥିକ ଅପରାଧ କମିଶନ (ଏଫ୍ସିସି) ମଧ୍ୟରେ ବୁଝାମଣାପତ୍ର । |
କ୍ରମିକ ସଂଖ୍ୟା | ବୁଝାମଣା/ଚୁକ୍ତି |
---|
କ୍ରମିକ ସଂଖ୍ୟା |
ପ୍ରକଳ୍ପ |
୧. |
ଅଟଳ ବିହାରୀ ବାଜପେୟୀ ଜନସେବା ଓ ନବାଚାର ପ୍ରତିଷ୍ଠାନ, କ୍ୟାପ ମାଲ୍ହେରେକ୍ସରେ ମରିସସ୍ କ୍ଷେତ୍ରୀୟ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ୨୦ ଏଚ୍ଆଇସିଡିପି ପ୍ରକଳ୍ପର ଉଦ୍ଘାଟନ (ନାମ ଅପ୍ଡେଟ୍ କରାଯିବ) । |
ହସ୍ତାନ୍ତର :
୧. ଭାରତୀୟ ନୌସେନା ଜାହାଜ ଦ୍ୱାରା ହାଇଡ୍ରୋଗ୍ରାଫି ସର୍ଭେ ପରେ ସେଣ୍ଟ୍ ବ୍ରାଣ୍ଡନ୍ ଦ୍ୱୀପରେ ପ୍ରସ୍ତୁତ କରାଯାଇଥିବା ଏକ ନାଭିଗେସନାଲ୍ ଚାର୍ଟ ହସ୍ତାନ୍ତର ।
ଘୋଷଣା :
ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମରିସସ୍ରେ ଏକ ନୂତନ ସଂସଦ ଭବନ ନିର୍ମାଣ ତଥା ବିକାଶ ସହଭାଗିତାକୁ ଆହୁରି ବୃଦ୍ଧି କରିବା ପାଇଁ ଉଚ୍ଚ ପ୍ରଭାବଶାଳୀ ସମ୍ପ୍ରଦାୟ ବିକାଶ ପକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଥିଲେ ।
SR
PM @narendramodi and PM @Ramgoolam_Dr of Mauritius engaged in extensive discussions to strengthen bilateral ties. Their talks focused on enhancing collaboration in key sectors, including infrastructure, housing, digital technology, healthcare, AI and more. pic.twitter.com/yL8vvzfHaI
— PMO India (@PMOIndia) March 12, 2025
On the special occasion of Mauritius’ National Day, I had the opportunity to meet my good friend, PM Navinchandra Ramgoolam and discuss the full range of India-Mauritius friendship. We have decided to raise our partnership to an Enhanced Strategic Partnership.
— Narendra Modi (@narendramodi) March 12, 2025
We talked about… pic.twitter.com/DvNDUy7ML4