Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫଳାଫଳ ତାଲିକା : ଚିଲି ରାଷ୍ଟ୍ରପତିଙ୍କ ଭାରତ ଗସ୍ତ


୧.

ଆଣ୍ଟାର୍କଟିକା ସହଯୋଗ ଉପରେ ଆଗ୍ରହ ପତ୍ର

୨.

ଭାରତ-ଚିଲି ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ

୩.

ବିପର୍ଯ୍ୟୟ ପରିଚାଳନା ପାଇଁ ଜାତୀୟ ବିପର୍ଯ୍ୟୟ ନିବାରଣ ଏବଂ ପ୍ରତିକ୍ରିୟା ସେବା (ସେନାପ୍ରେଡ୍‌) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଏମ୍‌ଡିଏ) ମଧ୍ୟରେ ବୁଝାମଣାପତ୍ର

୪.

କୋଡେଲ୍କୋ ଏବଂ ହିନ୍ଦୁସ୍ତାନ କପର୍ ଲିମିଟେଡ୍ (ଏଚ୍‌ସିଏଲ୍‌) ମଧ୍ୟରେ ବୁଝାମଣାପତ୍ର

କ୍ରମିକ ସଂଖ୍ୟା ବୁଝାମଣାପତ୍ର ଶୀର୍ଷକ