1. |
ଶାନ୍ତି, ସମୃଦ୍ଧି ଓ ନାଗରିକଙ୍କ ପାଇଁ ଭାରତ-ଭିଏତନାମ ମିଳିତ ସଂକଳ୍ପ ଭାରତ-ଭିଏତନାମ ବିସ୍ତୃତ ରଣନୈତିକ ଭାଗିଦାରୀର ଭବିଷ୍ୟତ ବିକାଶ ପାଇଁ ମାର୍ଗଦର୍ଶନ କରିବା, ଯାହାକି ଗଭୀର ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ, ସହଭାଗୀ ମୂଲ୍ୟବୋଧ ଓ ହିତ, ଏବଂ ଆପୋସ ରଣନୈତିକ ବିଶ୍ୱାସ |
ପ୍ରଧାନମନ୍ତ୍ରୀମାନଙ୍କ ଦ୍ୱାରା ଗ୍ରହଣୀୟ |
|
2. |
ବିସ୍ତୃତ ରଣନୈତିକ ଭାଗୀଦାରୀକୁ ଆଗକୁ କାର୍ଯ୍ୟକାରୀ କରିବା ନିମନ୍ତେ 2021-2023 ଅବଧି ଲାଗି କାର୍ଯ୍ୟ ଯୋଜନା “ଶାନ୍ତି, ସମୃଦ୍ଧି ଏବଂ ନାଗରିକଙ୍କ” ପାଇଁ ମିଳିତ ସଂକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି 2021-2023 ସମୟରେ ଉଭୟ ପକ୍ଷରୁ ଗ୍ରହଣ କରାଯିବାକୁ ଥିବା ଦୃଢ଼ ପଦକ୍ଷେପ |
ଡ. ଏସ. ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ |
ମିଃ. ଫାମ ବିନ ମିନ ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ |
3. |
ପ୍ରତିରକ୍ଷା ଉତ୍ପାଦନ ବିଭାଗ, ଭାରତ ସରକାର ଏବଂ ଜେନେରାଲ ଡିପାର୍ଟମେଣ୍ଟ ଅଫ ଡିଫେନ୍ସ ଇଣ୍ଡଷ୍ଟ୍ରି, ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ, ଭିଏତନାମ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ ସହଯୋଗ ନିମନ୍ତେ କାର୍ଯ୍ୟକାରିତା ରାଜିନାମା ଦୁଇ ଦେଶର ପ୍ରତିରକ୍ଷା ଉଦ୍ୟୋଗୁଡ଼ିକ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଏକ ବ୍ୟବସ୍ଥା |
ଶ୍ରୀ ସୁରେନ୍ଦ୍ର ପ୍ରସାଦ ଯାଦବ, ଯୁଗ୍ମ ସଚିବ(ନାଭାଲ ସିଷ୍ଟମ) |
ମେଜର ଜେନେରାଲ ଲୁଙ୍ଗ ଥାନ ଚୁଙ୍ଗ ଉପାଧ୍ୟକ୍ଷ |
4. |
ହାନୋଇସ୍ଥିତ ଭାରତୀୟ ଦୂତାବାସ ଏବଂ ଭିଏତନାମ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଟେଲିକମ୍ୟୁନିକେସନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭିଏତନାମର ନା ତ୍ରାଙ୍ଗସ୍ଥିତ ନ୍ୟାସନାଲ ଟେଲିକମ୍ୟୁନିକେସନ୍ସ ବିଶ୍ୱବିଦ୍ୟାଳୟରେ ଆର୍ମୀ ସଫ୍ଟୱେର୍ ପାର୍କ ପାଇଁ 5 ନିୟୁତ ଆମେରିକୀୟ ଡଲାର ରାଜିନାମା ନା ତ୍ରାଙ୍ଗର ଟେଲିକମ୍ୟୁନିକେସନ ବିଶ୍ୱବିଦ୍ୟାଳୟ ଠାରେ ଆଇଟି ଭିତ୍ତିଭୂମି ପ୍ରତିଷ୍ଠା ସହିତ ସଫ୍ଟୱେର୍ ଆପ୍ଲିକେସନ ପ୍ରଶିକ୍ଷଣ ଏବଂ ସେବା ପ୍ରଦାନ ବ୍ୟବସ୍ଥା |
ଶ୍ରୀ ପ୍ରଣୟ ବର୍ମା, ଭିଏତନାମରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ
|
କର୍ଣ୍ଣଲେ ଲି ଜୁଆନ ହଙ୍ଗ, ରେକ୍ଟର
|
5. |
ମିଳିତ ଜାତିସଂଘ ଶାନ୍ତି ରକ୍ଷା କ୍ଷେତ୍ରରେ ସହଯୋଗ ନିମନ୍ତେ ମିଳିତ ଜାତିସଂଘ ଶାନ୍ତିର ରକ୍ଷା ପଦକ୍ଷେପ କେନ୍ଦ୍ର, ଭାରତ ଏବଂ ଭିଏତନାମ ଶାନ୍ତିରକ୍ଷା କାର୍ଯ୍ୟାନୁଷ୍ଠାନ ବିଭାଗ ମଧ୍ୟରେ କାର୍ଯ୍ୟକାରିତା ବ୍ୟବସ୍ଥା ମିଳିତ ଜାତିସଂଘ ଶାନ୍ତିରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପକୁ ଚିହ୍ନଟ କରିବା। |
ମେଜର ଜେନେରାଲ ଅନିଲ କୁମାର କାଶିଦ ଅତିରିକ୍ତ ନିର୍ଦ୍ଦେଶକ (ଆଇସି) |
ମେଜର ଜେନେରାଲ୍ ହୋଙ୍ଗ କିମ୍ ଫୁଙ୍ଗ୍ ନିର୍ଦ୍ଦେଶକ |
6. |
ଭାରତର ଆଣବିକ ଶକ୍ତି ନିୟାମକ ବୋର୍ଡ (ଏଇଆରବି) ଏବଂ ଭିଏତନାମ ଏଜେନ୍ସ ଅଫର ରେଡିଏସନ ଏବଂ ନ୍ୟୁକ୍ଲିୟର ନିରାପତ୍ତା (ଭିଏଆରଏନଏସ) ବିକିରଣ ସୁରକ୍ଷା ଏବଂ ଆଣବିକ ନିରାପତ୍ତା କ୍ଷେତ୍ରରେ ଦୁଇ ଦେଶର ନିୟାମକ ସଂସ୍ଥା ମଧ୍ୟରେ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିବା। |
ଶ୍ରୀ ଜି ନାଗେଶ୍ୱରା ରାଓ, ଅଧ୍ୟକ୍ଷ |
ପ୍ରଫେସର ଗୁଏନ୍ ତୁଆନ୍ ଖାଏ ମହାନିର୍ଦ୍ଦେଶକ |
7. |
ସିଏସଆଇଆର– ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ ଏବଂ ଭିଏତନାମ ପେଟ୍ରୋଲିୟମ ପ୍ରତିଷ୍ଠାନ ମଧ୍ୟରେ ବୁଝାମଣାପତ୍ର ପେଟ୍ରୋଲିୟମ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣରେ ସହଯୋଗକୁ ପ୍ରୋତ୍ସାହିତ କରିବା |
Dr. Anjan Ray |
ମିଃ. ଗୁଏନ ଆନ ଡୁଏ ନିର୍ଦ୍ଦେଶକ |
8. |
ଭାରତର ଟାଟା ମେମୋରିଆଲ୍ ସେଣ୍ଟର ଏବଂ ଭିଏତନାମ ନ୍ୟାସନାଲ କ୍ୟାନସର ହସ୍ପିଟାଲ ମଧ୍ୟରେ ଏମଓୟୁ |
ରାଜେନ୍ଦ୍ର ଏ ବଦୱେ ନିର୍ଦ୍ଦେଶକ |
ଶ୍ରୀ ଲେ ଭାନ୍ କ୍ୱାଙ୍ଗ୍ ନିର୍ଦ୍ଦେଶକ |
9. |
ନ୍ୟାସନାଲ ସୋଲାର ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ଭିଏତନାମ କ୍ଲିନ୍ ଏନର୍ଜି ଆସୋସିଏସନ୍ ମଧ୍ୟରେ ବୁଝାମଣା।
|
ଶ୍ରୀ ପ୍ରଣବ ଆର ଅଧ୍ୟକ୍ଷ |
ଶ୍ରୀ ଡାଓ ଡୁଙ୍ଗ୍ ରାଷ୍ଟ୍ରପତି |
କ୍ରଂସଂ | ଦସ୍ତାବିଜ | ଭାରତ ପକ୍ଷ | ଭିଏତନାମ ପକ୍ଷ |
---|
କରାଯାଇଥିବା ଘୋଷଣା :
1. ହାଇ ସ୍ପିଡ୍ ଗାର୍ଡ ଡଙ୍ଗା (ଏଚଏସଜିବି) ର କାର୍ଯ୍ୟାନ୍ୱୟନ
ଭାରତ ସରକାରଙ୍କ ପକ୍ଷରୁ ଭିଏତନାମକୁ ଯୋଗାଇ ଦିଆଯାଇଥିବା 100 ନିୟୁତ ଆମେରିକୀୟ ଡଲାର ଲାଇନ ଅଫ କ୍ରେଡିଟ ଅନ୍ତର୍ଗତ ଭିଏତନାମ ବର୍ଡର ଗାର୍ଡ କମାଣ୍ଡ ପାଇଁ ପ୍ରକଳ୍ପ ନିର୍ମାଣ; ଭିଏତନାମକୁ ଗୋଟିଏ ସମ୍ପୂର୍ଣ୍ଣ ହୋଇଥିବା ଏଚଏସଜିବି ହସ୍ତାନ୍ତର; ଭାରତରେ ନିର୍ମାଣ ହୋଇଥିବା ଦୁଇଟି ଏଚଏସଜିବିର ଉନ୍ମୋଚନ; ଏବଂ ଭିଏତନାମରେ ବିନିର୍ମାଣ ଲାଗି ଏଚଏସଜିବି ପାଇଁ କିଲ ବିଛାଣ।
2. ଭିଏତନାମର ନିନ ଥୁଆନ ଅଞ୍ଚଳରେ ସ୍ଥାନୀୟ ସମୁଦାୟର ଲାଭ ନିମନ୍ତେ ଭାରତ ପକ୍ଷରୁ 1.5 ମିଲିୟନ ଡଲାରର ଗ୍ରାଣ୍ଟ ଇନ ଏଡ ସହାୟତାରେ ସାତଟି ବିକାଶମୂଳକ ପ୍ରକଳ୍ପ ସମ୍ପୂର୍ଣ୍ଣ ଏବଂ ହସ୍ତାନ୍ତରଣ।
3. 2021-2022 ଆର୍ଥିକ ବର୍ଷ ଠାରୁ ବାର୍ଷିକ ତ୍ବରିତ ପ୍ରଭାବ ପ୍ରକଳ୍ପ(କ୍ୟୁଆଇପି)କୁ ପାଞ୍ଚରୁ ଦଶକୁ ବଢ଼ାଇବା।
4. ଭିଏତନାମରେ ଐତିହ୍ୟ ସଂରକ୍ଷଣ ନିମନ୍ତେ ତିନୋଟି ବିକାଶମୂଳକ ସହଭାଗିତା ପ୍ରକଳ୍ପ (ମାଇଁ ସନ ମନ୍ଦିରର ଏଫ-ବ୍ଲକ; କୁଆଙ୍ଗ ନାମ ଅଞ୍ଚଳରେ ଥିବା ଡଙ୍ଗ ଡୁଆଙ୍ଗ ବୌଦ୍ଧ ମଠ; ଏବଂ ଫୁ ୟେନ ଅଞ୍ଚଳରେ ଥିବା ନାନ ଚାପ ଟାଓ୍ବାର
5. ଭାରତ – ଭିଏତନାମ ସଭ୍ୟତା ଏବଂ ସାଂସ୍କୃତିକ ସମ୍ପର୍କ ଉପରେ ଏକ ବିଶ୍ୱକୋଷ ପ୍ରସ୍ତୁତ ପାଇଁ ଦ୍ୱିପାକ୍ଷିକ ପ୍ରକଳ୍ପର ଶୁଭାରମ୍ଭ।
*******
Addressing the India-Vietnam Virtual Summit. https://t.co/EJoqxllN6Q
— Narendra Modi (@narendramodi) December 21, 2020
Held a Virtual Summit H.E. Nguyen Xuan Phuc, PM of Vietnam. We reviewed our cooperation on bilateral, regional and multilateral issues, and adopted a ‘Joint Vision for Peace, Prosperity and People’ to give direction to our Comprehensive Strategic Partnership.
— Narendra Modi (@narendramodi) December 21, 2020