ପ୍ରାକୃତିକ କୃଷି ଉପରେ ହୋଇଥିବା ଜାତୀୟ ସମ୍ମିଳନୀକୁ ଆଜି (୧୬-୧୨-୨୧) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବଶ୍ରୀ ଅମିତ ଶାହା, ନରେନ୍ଦ୍ର ସିଂ ତୋମାର, ଗୁଜରାଟ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏଥିରେ ଉପସ୍ଥିତ ଥିଲେ ।
ସ୍ୱାଧୀନତାର ଶତବର୍ଷିକୀ ପାଳନ ପର୍ଯ୍ୟନ୍ତ ଯାତ୍ରାରେ ନୂତନ ଆବଶ୍ୟକତା ଓ ଆହ୍ୱାନକୁ ନେଇ ଆମେ କୃଷି କାର୍ଯ୍ୟକୁ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଆହ୍ୱାନ ଜଣାଇଥିଲେ । ବିଗତ ଛଅ-ସାତବର୍ଷ ମଧ୍ୟରେ ବିହନଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ମୃତ୍ତିକା ପରୀକ୍ଷାଠାରୁ ଆରମ୍ଭ କରି ଶହ ଶହ ନୂତନ ପ୍ରଜାତିର ବିହନ, ପିଏମ୍ କିଷାନ ସମ୍ମାନ ନିଧିରୁ ଉତ୍ପାଦିତ ସାମଗ୍ରୀର ଦେଢଗୁଣ ଅଧିକ ସହାୟକ ମୂଲ୍ୟ, ଜଳସେଚନଠାରୁ କିଷାନ ରେଳର ମଜବୁତ ବ୍ୟବସ୍ଥା ପର୍ଯ୍ୟନ୍ତ ଏଥିପାଇଁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଚାଷୀମାନଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଥିଲେ ।
ସବୁଜ ବିପ୍ଳବ ଆଣିବାରେ ସାର ଓ ରସାୟନର ଭୂମିକାକୁ ସ୍ୱୀକାର କରି ମଧ୍ୟ ପ୍ରଧାନମନ୍ତ୍ରୀ ଏହାର ବିକଳ୍ପ ଅନୁସନ୍ଧାନ ଉପରେ ଗୁରୁତ୍ୱଆରୋପ କରିଥିଲେ । ସେ କୀଟନାଶକ ଓ ଆମଦାନୀକାରୀ ସାର ଯୋଗୁଁ ଖର୍ଚ୍ଚ ବୃଦ୍ଧି ପାଇବା ସହ ସ୍ୱାସ୍ଥ୍ୟ ହାନୀ ଉପରେ ମଧ୍ୟ ସତର୍କ କରାଇ ଦେଇଥିଲେ । କୃଷିକ୍ଷେତ୍ର ଭୟଙ୍କର ବିପଦର ସମ୍ମୁଖୀନ ହେବା ପୂର୍ବରୁ ତା’ ଉପରେ ପଦକ୍ଷେପ ନେବାକୁ ବର୍ତ୍ତମାନ ହିଁ ପ୍ରକୃତ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଆମେ ଆମର କୃଷିକୁ ରସାୟନ ବିଜ୍ଞାନର ପରୀକ୍ଷାଗାରରୁ ପ୍ରକୃତିର ବିଜ୍ଞାନଗାରାକୁ ନେଇଯିବାକୁ ପଡିବ । ଯେତେବେଳେ ମୁଁ ପ୍ରାକୃତିକ ପରୀକ୍ଷାଗାର କଥା କୁହେ ଏହା ସମ୍ପୂର୍ଣ୍ଣ ବିଜ୍ଞାନଭିତ୍ତିକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ବିଶ୍ୱ ଯେତେ ଆଧୁନିକ ହେଉଛି ସେତେ ମୌଳିକତା ଆଡକୁ ମୁହାଁଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଏହାର ଅର୍ଥ ହେଲା ନିଜର ମୂଳ ସହ ଯୋଡି ହେବା । ଆପଣଙ୍କ କୃଷକ ବନ୍ଧୁମାନଙ୍କ ବ୍ୟତୀତ ଏହାଠାରୁ ଅଧିକ କିଏ ଜାଣିଛି? ଆମେ ଗଛ ମୂଳରେ ଯେତେ ପାଣି ଦେବା ଗଛ ସେତେ ବଢିବ ।”
ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଆମକୁ ପ୍ରାଚୀନ କୃଷି ବିଜ୍ଞାନ ଉପରେ ଅଧିକ ଶିଖି ତାକୁ ଆଧୁନିକ ଯୁଗରେ ଅଧିକ ପ୍ରଭାବୀଭାବେ ପ୍ରୟୋଗ କରିବାକୁ ପଡିବ । ଏ ଦିଗରେ ଅଧିକ ଗବେଷଣା କରି ପ୍ରାଚୀନ ଜ୍ଞାନକୁ ଆଧୁନିକ ଓ ବୈଜ୍ଞାନିକ ଢାଂଚାରେ ପକାଇବାକୁ ପଡିବ ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେଉଁ ଜ୍ଞାନ ଆହରଣ କରୁଛୁ ସେ ସମ୍ପର୍କରେ ସତର୍କ ରହିବାକୁ ପଡିବ । ଶସ୍ୟର ଅବଶେଷ ପୋଡିବାର ଉଦାହରଣ ଦେଇ ସେ କହିଥିଲେ ବିଶେଷଜ୍ଞମାନେ ଜମିରେ ନିଆଁ ଲଗାଇଲେ ମାଟି ଏହାର ଉର୍ବରତା ହରାଉଛି ବୋଲି ମତ ଦେବା ସତ୍ୱେ ହୋଇଚାଲିଛି । ମନରେ ଏକ ଭ୍ରାନ୍ତି ରହିଛି ଯେ ରସାୟନ ବିନା ଫସଲ ଜମା ଭଲ ହେବନାହିଁ । ମାତ୍ର ସତ୍ୟ ହେଉଛି ତା’ର ବିପରୀତ । ଆଗକୁ ରସାୟନିକ ସାର ନଥିଲା ତଥାପି ଫସଲ ଭଲ ହେଉଥିଲା । ମାନବ ସଭ୍ୟତାର ଇତିହାସ ଏହାର ସାକ୍ଷୀ ।ନୂଆ ନୂଆ ଜିନିଷ ଜାଣିବା ସତ୍ୱେ ଆମେ ଚାଷକୁ ପଶି ଆସିଥିବା ଭୂଲଭଟକାକୁ ମଧ୍ୟ ବୁଝିବାକୁ ହେବ ବୋଲି ସେ କହିଥିଲେ । ଆଇସିଏଆର,କୃଷି ବିଶ୍ୱବିଦ୍ୟାଳୟ ଓ କୃଷି ବିଜ୍ଞାନ କେନ୍ଦ୍ର ଇତ୍ୟାଦି କାଗଜ କଲମ ପରିବର୍ତ୍ତେ ପ୍ରକୃତ ସଫଳତା ପ୍ରଦର୍ଶନ କରିପାରିବ ବୋଲି ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରାକୃତିକ କୃଷି ଦ୍ୱାରା ଦେଶର ଶତକଡା ଅଶୀଭାଗ ଚାଷୀ ଉପକୃତ ହେବେ । ସେହି କ୍ଷୁଦ୍ରଚାଷୀ ଉପକୃତ ହେବେ ଯେଉଁମାନଙ୍କ ଦୁଇ ହେକ୍ଟରରୁ କମ୍ ଜମି ରହିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ରାସାୟନିକ ସାର ଉପଯୋଗ କରିଥାନ୍ତି । ସେମାନେ ପ୍ରାକୃତିକ ଚାଷ ଆପଣାଇଲେ ସେମାନଙ୍କ ଅବସ୍ଥା ଆହୁରି ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ ପ୍ରାକୃତିକ ଚାଷକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଆଗେଇ ଆସିବାକୁ ନିବେଦନ କରିଥିଲେ । ଏହି ଅମ୍ରିତ ମହୋତ୍ସବ କାଳରେ ପ୍ରତି ପାଞ୍ଚୟତରେ ଅନୂନ୍ୟ ଗୋଟିଏ ଗ୍ରାମକୁ ପ୍ରାକୃତିକ କୃଷି ପରିସରଭୁକ୍ତ କରିବାକୁ ପାଇଁ ଉଦ୍ୟମ କରିବାକୁ ସେ ଜୋର ଦେଇଥିଲେ ।
ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀର ଅବତାରଣା କରି ଶ୍ରୀ ପ୍ରଧାନମନ୍ତ୍ରୀ ବିଶ୍ୱକୁ ଆହ୍ୱାନ ଦେଇ କହିଥିଲେ ଯେ, “ ପରିବେଶ ପାଇଁ ଜୀବନଧାରା” ଅର୍ଥାତ୍ ଜୀବନ ଏକ ବୈଶ୍ୱିକ ଅଭିଯାନ ହେବା ଆବଶ୍ୟକ । ଏକ ବିଂଶ ଶତାବ୍ଦୀରେ ଭାରତ ଓ ଏହାର ଚାଷୀକୂଳ ଏହି ଅଭିଯାନର ନେତୃତ୍ୱ ନେବେ । ଆସନ୍ତୁ ଆମେ ଶପଥ ନୋବ ସ୍ୱାଧୀନତାର ଅମ୍ରିତ ମହୋତ୍ସବରେ ମା ଭାରତୀଙ୍କ ଧରିତ୍ରୀକୁ ରାସାୟନିକ ସାର ଓ କୀଟନାଶକ ମୁକ୍ତ କରିବା ବୋଲି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ ।
ପ୍ରାକୃତିକ କୃଷି ଉପରେ ଗୁଜରାଟ ସରକାର ଜାତୀୟ ବୈଠକର ଆୟୋଜନ କରିଛନ୍ତି । ୧୪ର୧୬ ଡିସେମ୍ବର ପର୍ଯ୍ୟନ୍ତ ଏହି ତିନିଦିନିଆ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି । ପାଞ୍ଚହଜାରରୁ ଅଧିକ ଚାଷୀଙ୍କ ସମେତ ଆଇସିଏଆର, କୃଷି ବିଜ୍ଞାନ କେନ୍ଦ୍ର ଓ ଆତ୍ମା (କୃଷି ବୈଷୟିକ ଜ୍ଞାନ ପରିଚାଳନା ସଂସ୍ଥା) ଭଳି କେନ୍ଦ୍ରୀୟ ସଂସ୍ଥା ସହ ସିଧାସଳଖ ଜଡିତ ଚାଷୀ ଏଥିରେ ଯୋଗ ଦେଇଛନ୍ତି ।
*****
SM /SLP
Addressing the National Conclave on #NaturalFarming. https://t.co/movK2DPtfb
— Narendra Modi (@narendramodi) December 16, 2021
आजादी के बाद के दशकों में जिस तरह देश में खेती हुई, जिस दिशा में बढ़ी, वो हम सब हम सबने बहुत बारीकी से देखा है।
— PMO India (@PMOIndia) December 16, 2021
अब आज़ादी के 100वें वर्ष तक का जो हमारा सफर है, वो नई आवश्यकताओं, नई चुनौतियों के अनुसार अपनी खेती को ढालने का है: PM @narendramodi
बीते 6-7 साल में बीज से लेकर बाज़ार तक, किसान की आय को बढ़ाने के लिए एक के बाद एक अनेक कदम उठाए गए हैं।
— PMO India (@PMOIndia) December 16, 2021
मिट्टी की जांच से लेकर सैकड़ों नए बीज तक,
पीएम किसान सम्मान निधि से लेकर लागत का डेढ़ गुणा एमएसपी तक,
सिंचाई के सशक्त नेटवर्क से लेकर किसान रेल तक,
अनेक कदम उठाए हैं: PM
ये सही है कि केमिकल और फर्टिलाइज़र ने हरित क्रांति में अहम रोल निभाया है।
— PMO India (@PMOIndia) December 16, 2021
लेकिन ये भी उतना ही सच है कि हमें इसके विकल्पों पर भी साथ ही साथ काम करते रहना होगा: PM @narendramodi
इससे पहले खेती से जुड़ी समस्याएं भी विकराल हो जाएं उससे पहले बड़े कदम उठाने का ये सही समय है।
— PMO India (@PMOIndia) December 16, 2021
हमें अपनी खेती को कैमिस्ट्री की लैब से निकालकर प्रकृति की प्रयोगशाला से जोड़ना ही होगा।
जब मैं प्रकृति की प्रयोगशाला की बात करता हूं तो ये पूरी तरह से विज्ञान आधारित ही है: PM
आज दुनिया जितना आधुनिक हो रही है, उतना ही ‘back to basic’ की ओर बढ़ रही है।
— PMO India (@PMOIndia) December 16, 2021
इस Back to basic का मतलब क्या है?
इसका मतलब है अपनी जड़ों से जुड़ना!
इस बात को आप सब किसान साथियों से बेहतर कौन समझता है?
हम जितना जड़ों को सींचते हैं, उतना ही पौधे का विकास होता है; PM @narendramodi
कृषि से जुड़े हमारे इस प्राचीन ज्ञान को हमें न सिर्फ फिर से सीखने की ज़रूरत है, बल्कि उसे आधुनिक समय के हिसाब से तराशने की भी ज़रूरत है।
— PMO India (@PMOIndia) December 16, 2021
इस दिशा में हमें नए सिरे से शोध करने होंगे, प्राचीन ज्ञान को आधुनिक वैज्ञानिक फ्रेम में ढालना होगा: PM @narendramodi
जानकार ये बताते हैं कि खेत में आग लगाने से धरती अपनी उपजाऊ क्षमता खोती जाती है।
— PMO India (@PMOIndia) December 16, 2021
हम देखते हैं कि जिस प्रकार मिट्टी को जब तपाया जाता है, तो वो ईंट का रूप ले लेती है।
लेकिन फसल के अवशेषों को जलाने की हमारे यहां परंपरा सी पड़ गई है: PM @narendramodi
एक भ्रम ये भी पैदा हो गया है कि बिना केमिकल के फसल अच्छी नहीं होगी।
— PMO India (@PMOIndia) December 16, 2021
जबकि सच्चाई इसके बिलकुल उलट है।
पहले केमिकल नहीं होते थे, लेकिन फसल अच्छी होती थी। मानवता के विकास का, इतिहास इसका साक्षी है: PM @narendramodi
नैचुरल फार्मिंग से जिन्हें सबसे अधिक फायदा होगा, वो हैं देश के 80 प्रतिशत किसान।
— PMO India (@PMOIndia) December 16, 2021
वो छोटे किसान, जिनके पास 2 हेक्टेयर से कम भूमि है।
इनमें से अधिकांश किसानों का काफी खर्च, केमिकल फर्टिलाइजर पर होता है।
अगर वो प्राकृतिक खेती की तरफ मुड़ेंगे तो उनकी स्थिति और बेहतर होगी: PM
मैं आज देश के हर राज्य से, हर राज्य सरकार से, ये आग्रह करुंगा कि वो प्राकृतिक खेती को जनआंदोलन बनाने के लिए आगे आएं।
— PMO India (@PMOIndia) December 16, 2021
इस अमृत महोत्सव में हर पंचायत का कम से कम एक गांव ज़रूर प्राकृतिक खेती से जुड़े, ये प्रयास हम कर सकते हैं: PM @narendramodi
क्लाइमेट चैंज समिट में मैंने दुनिया से Life style for environment यानि LIFE को ग्लोबल मिशन बनाने का आह्वान किया था।
— PMO India (@PMOIndia) December 16, 2021
21वीं सदी में इसका नेतृत्व भारत करने वाला है, भारत का किसान करने वाला है: PM @narendramodi
आइये, आजादी के अमृत महोत्सव में मां भारती की धरा को रासायनिक खाद और कीटनाशकों से मुक्त करने का संकल्प लें:PM @narendramodi
— PMO India (@PMOIndia) December 16, 2021
कम लागत ज्यादा मुनाफा, यही तो प्राकृतिक खेती है! pic.twitter.com/jbaLGLVRi6
— Narendra Modi (@narendramodi) December 16, 2021
आज जब दुनिया Organic की बात करती है, नैचुरल की बात करती है और जब ‘Back to Basic’ की बात होती है, तो उसकी जड़ें भारत से जुड़ती दिखाई पड़ती हैं।
— Narendra Modi (@narendramodi) December 16, 2021
खेती-किसानी के इर्द-गिर्द ही हमारा समाज विकसित हुआ है, परंपराएं पोषित हुई हैं, पर्व-त्योहार बने हैं। pic.twitter.com/G3ajwDQE2F
ऐसे कई श्लोक हैं, जिनमें प्राकृतिक खेती के सूत्रों को बहुत ही सुंदरता के साथ पिरोया गया है… pic.twitter.com/j01vOahpWM
— Narendra Modi (@narendramodi) December 16, 2021
आत्मनिर्भर भारत तभी संभव है, जब कृषि आत्मनिर्भर बने, एक-एक किसान आत्मनिर्भर बने। ऐसा तभी हो सकता है, जब अप्राकृतिक खाद और दवाइयों के बदले हम मां भारती की मिट्टी का संवर्धन गोबर-धन से करें, प्राकृतिक तत्वों से करें। pic.twitter.com/sIECANVM4S
— Narendra Modi (@narendramodi) December 16, 2021