Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ସେଣ୍ଟ ଫ୍ରାନ୍ସିସ୍‍ ଜାଭିଅର ପର୍ବ ଅବସରରେ ଗୋଆର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେଣ୍ଟ ଫ୍ରାନ୍ସିସ୍ଜାଭିଅର ପର୍ବ ଅବସରରେ ଗୋଆର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସେଣ୍ଟ ଫ୍ରାନ୍ସିସ୍ ଜାଭିଅରଙ୍କ ପର୍ବ ଅବସରରେ ମୋର ଗୋଆର ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଏହି ଅବସରରେ ମାନବିକତା ଭାଇଚାରାର ଆବେଗତା ଆହୁରି ଆଗକୁ ବଢିବ

HS