ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏଚ.ଇ. ଶ୍ରୀ ଏଲି କୋହେନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରିଛନ୍ତି।
ସେମାନେ ଦ୍ୱିପାକ୍ଷିକ ସହଯୋଗରେ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ, ଯେଉଁଥିରେ କୃଷି, ଜଳ, ନୂଆ ଉଦ୍ଭାବନ ଏବଂ ଜ୍ଞାନ ସହଭାଗିତା ଆଦି କ୍ଷେତ୍ରରେ ଦୁଇ ଅର୍ଥବ୍ୟବସ୍ଥାର ବ୍ୟାପକ ପରିପକ୍ୱତା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ମଜଭୁତ କରିବା ପ୍ରସଙ୍ଗ ସାମିଲ ହୋଇଥିଲା ।
ଉଭୟେ ପରସ୍ପରର ହିତଭିତ୍ତିକ ବିଭିନ୍ନ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତ ଆଦାନପ୍ରଦାନ କରିଥିଲେ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ଶ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ବିଦେଶମନ୍ତ୍ରୀ ଏଲି କୋହେନଙ୍କୁ ଅନୁରୋଧ କରିଥିଲେ ।
SR
Glad to have met Foreign Minister of Israel @elicoh1. We discussed ways to further deepen bilateral cooperation in priority areas of agriculture, water, innovation and people-to-people ties. https://t.co/kOz1nlllSw
— Narendra Modi (@narendramodi) May 10, 2023