Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଫ୍‌ଟବ୍ୟାଙ୍କ କର୍ପୋରେସନର ବୋର୍ଡ଼ ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ଶ୍ରୀ ମାସାୟୋସି ସୋନ୍‌ଙ୍କ ସହିତ ସାକ୍ଷାତ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଫ୍‌ଟବ୍ୟାଙ୍କ କର୍ପୋରେସନର ବୋର୍ଡ଼ ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ଶ୍ରୀ ମାସାୟୋସି ସୋନ୍‌ଙ୍କ ସହିତ ସାକ୍ଷାତ କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 23 ମେ 2022 ରେ ଟୋକିଓରେ ସଫ୍‌ଟବ୍ୟାଙ୍କ କର୍ପୋରେସନର ବୋର୍ଡ଼ ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ଶ୍ରୀ ମାସାୟୋସି ସୋନ୍‌ଙ୍କ ସହିତ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତର ଷ୍ଟାର୍ଟଅପ୍ କ୍ଷେତ୍ରରେ ସଫ୍‌ଟବ୍ୟାଙ୍କର ଭୂମିକାର ପ୍ରଶଂସା କରିଛନ୍ତି। ସେ ଭାରତରେ ପ୍ରଯୁକ୍ତି, ଶକ୍ତି ଓ ଅର୍ଥ ପରି ପ୍ରମୁଖ କ୍ଷେତ୍ରରେ ସଫ୍‌ଟବ୍ୟାଙ୍କର ଭବିଷ୍ୟତର ଭାଗୀଦାରୀ ବିଷୟରେ ବିଚାର ବିମର୍ଷ କରିଛନ୍ତି। 

ସେ ଭାରତରେ ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ କୁ ସକ୍ଷମ କରିବା ପାଇଁ କରାଯାଉଥିବା ବିଭିନ୍ନ ଉନ୍ନତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ ସଫ୍‌ଟବ୍ୟାଙ୍କ ସହିତ ଏପରି ବିଶିଷ୍ଟ ପ୍ରସ୍ତାବକୁ ଆଲୋଚନା କରିଛନ୍ତି ଯେଉଁଠାରେ ସେ ଭାରତରେ ନିଜର ନିବେଶକୁ ବଢ଼ାଇ ପାରିବେ। 

 

BS