Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୟଲଳିତାଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟଲଳିତା ଜୀଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରିଛନ୍ତି । ସେ ତାଙ୍କୁ ଜଣେ ଦୟାଳୁ ନେତ୍ରୀ ଏବଂ ଉତ୍ତମ ପ୍ରଶାସକ ଭାବେ ବର୍ଣ୍ଣନା କରିଛନ୍ତି, ଯିଏକି ତାମିଲନାଡ଼ୁର ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଜୟଲଳିତା ଜୀଙ୍କୁ ତାଙ୍କ ଜନ୍ମ ଦିନରେ ସ୍ମରଣ କରୁଛି । ସେ ଜଣେ ଦୟାଳୁ ନେତ୍ରୀ ଏବଂ ଉତ୍ତମ ପ୍ରଶାସକ ଭାବେ ପରିଚିତଳ  ଯିଏକି ତାମିଲନାଡ଼ୁର ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଏହା ମୋର ସୌଭାଗ୍ୟ ଯେ ଅନେକ ଥର ତାଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ମିଳିଛି । ସେ ସର୍ବଦା ବହୁତ ଉଚ୍ଛ୍ୱାସର ସହ ଆଲୋଚନା କରୁଥିଲେ ଏବଂ ଜନକଲ୍ୟାଣକାରୀ ପଦକ୍ଷେପକୁ ସମର୍ଥନ କରୁଥିଲେ ।”

SR