Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡଃ ଏମ୍ ବାଳମୁରଲୀକୃଷ୍ଣଙ୍କ ଶାସ୍ତ୍ରୀୟ କର୍ଣ୍ଣାଟକୀ ସଙ୍ଗୀତ ପଲୁକେ ବଙ୍ଗାରମୟେନାର ଏକ ପରିବେଷଣକୁ ପୋଷ୍ଟ କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡଃ ଏମ୍ ବାଳମୁରଲୀକୃଷ୍ଣଙ୍କ ଶାସ୍ତ୍ରୀୟ କର୍ଣ୍ଣାଟକୀ ସଙ୍ଗୀତ ପଲୁକେ ବଙ୍ଗାରମୟେନାର ଏକ ପରିବେଷଣକୁ ପୋଷ୍ଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ବିଶିଷ୍ଟ ବ୍ୟକ୍ତିତ୍ୱ ଡ. ଏମ୍ ବାଳମୁରଲୀକୃଷ୍ଣ ଜୀଙ୍କର ସଙ୍ଗୀତ ପଲୁକେ ବଙ୍ଗାରମାୟେନାର ଏହି ଉଦାହରଣ ଯୋଗ୍ୟ ଉପସ୍ଥାପନାକୁ ପୋଷ୍ଟ କରୁଛି’ ।

***

SSP