ମିଟ୍ ବ୍ରୋସ୍ ଏବଂ ଦିବ୍ୟ କୁମାର ଏହି ଗରବା ଗୀତରେ ମ୍ୟୁଜିକ୍ ଏବଂ ସ୍ୱର ଦେଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଶୁଭ ନବରାତ୍ରୀ ଅବସରରେ ଗତ ସପ୍ତାହରେ ମୁଁ ଲେଖିଥିବା ଏକ ଗରବା ଗୀତକୁ ସେୟାର କରି ଖୁସି ଅନୁଭବ କରୁଛି । ଉତ୍ସବର ଏହି ଗୀତ ସମସ୍ତଙ୍କୁ ଝୁମାଉ ।
ଏହି ଗରବା ଗୀତରେ ସ୍ୱର ଏବଂ ମ୍ୟୁଜିକ ଦେଇଥିବାରୁ ଦିବ୍ୟ କୁମାର ଏବଂ ମିଟ୍ ବ୍ରୋସଙ୍କୁ ଧନ୍ୟବାଦ ।’
As the auspicious Navratri dawns upon us, I am delighted to share a Garba penned by me during the past week. Let the festive rhythms embrace everyone!
I thank @MeetBros, Divya Kumar for giving voice and music to this Garba.https://t.co/WqnlUFJTXm
— Narendra Modi (@narendramodi) October 15, 2023
SR