Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ମିଲାଦ-ଉନ-ନବୀ ଉପଲକ୍ଷେ ଶୁଭକାମନା ଜଣାଇଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଲାଦ-ଉନ-ନବୀ ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ଏବଂ କହିଛନ୍ତି ଯେ ସମାଜରେ ଭାଇଚାରା ଏବଂ ଦୟାଶୀଳତାର ଭାବନା ସବୁବେଳେ ଆଗକୁ ବଢୁ ।

‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ମିଲାଦ-ଉନ-ନବୀ ଉପଲକ୍ଷେ ଶୁଭେଚ୍ଛା । ସମାଜରେ ଭାଇଚାରା ଓ ଦୟାଶୀଳତାର ଭାବନା ସବୁବେଳେ ଆଗକୁ ବଢୁ । ମୋର କାମନା ଯେ ସମସ୍ତେ ଖୁସି ଓ ସୁସ୍ଥ ରୁହନ୍ତୁ । ଇଦ ମୁବାରକ!’’

 

SR