ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଧବ ନବମୀ ଅବସରରେ ଶ୍ରୀ ମାଧବଚାର୍ଯ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ତାଙ୍କ ଭାଷଣର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯାହା ଫେବୃଆରୀ ୨୦୧୭ ରେ ଜଗଦଗୁରୁ ମାଧବଚାର୍ଯ୍ୟଙ୍କ ସପ୍ତମ ଶତାବ୍ଦୀ ଉତ୍ସବ ଅବସରରେ ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି ଯେ, “ମାଧବ ନବମୀର ପବିତ୍ର ଅବସରରେ ମୁଁ ଶ୍ରୀ ମାଧବଚାର୍ଯ୍ୟଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆଧ୍ୟାତ୍ମିକ ଏବଂ ସାମାଜିକ ଉନ୍ନତି ପାଇଁ ତାଙ୍କର ବାର୍ତ୍ତା ପୀଢିଗୁଡିକ ପାଇଁ ପ୍ରେରଣାଦାୟକ ରହିବ । ଶ୍ରୀ ମାଧବଚାର୍ଯ୍ୟଙ୍କ ଉପରେ ଏଠାରେ ମୁଁ ଏକ ଭାଷଣ ରଖିଥିଲି ।”
On the holy occasion of Madhwa Navami, I pay my respectful obeisances to Sri Madhwacharya.
His noble message of spiritual and social upliftment will keep inspiring generations. Here is a speech I had given on Sri Madhwacharya. https://t.co/JFJV8R62tz— Narendra Modi (@narendramodi) February 10, 2022
HS
On the holy occasion of Madhwa Navami, I pay my respectful obeisances to Sri Madhwacharya.
— Narendra Modi (@narendramodi) February 10, 2022
His noble message of spiritual and social upliftment will keep inspiring generations. Here is a speech I had given on Sri Madhwacharya. https://t.co/JFJV8R62tz