Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ମହାନ କବି ଅରୁଣାଚଳ କବିରାୟାରଙ୍କ ରାମ ନାଟକମ୍ ଗୀତକୁ ପୋଷ୍ଟ କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଣ୍ଠ ଶିଳ୍ପୀ ଅଶ୍ୱଥ ନାରାୟଣନ୍‌ଙ୍କ ଦ୍ୱାରା ପରିବେଷିତ ମହାନ କବି ଅରୁଣାଚଳ କବିରାୟାରଙ୍କ ରାମ ନାଟକମ୍‌ର ଗୀତକୁ ପୋଷ୍ଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ମହାନ କବି ଅରୁଣାଚଳ କବିରାୟାରଙ୍କ ରାମ ନାଟକମ୍‌ର ଏକ ଗୀତର ଏକ ଚମତ୍କାର ଉପସ୍ଥାପନା ଏଠାରେ ପୋଷ୍ଟ କରୁଛି । “

***

SSP