Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଆଜି ସହିଦ ଦିବସରେ ପ୍ରଧାନମନ୍ତ୍ରୀ ମଧ୍ୟ ଆମ ଦେଶକୁ ସାହସିକତାର ସହିତ ରକ୍ଷା କରିଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବାପୁଙ୍କ ତାଙ୍କ ପୁଣ୍ୟ ତିଥିରେ ସ୍ମରଣ କରିବା ତାଙ୍କର ମହାନ ଆଦର୍ଶକୁ ଅଧିକ ଲୋକପ୍ରିୟ କରିବା ଆମର ସାମୂହିକ କର୍ତ୍ତବ୍ୟ

ଆଜି, ସହିଦ ଦିବସରେ, ଆମ ଦେଶକୁ ସାହସର ସହିତ ରକ୍ଷା କରିଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ସେମାନଙ୍କର ସେବା ଏବଂ ସାହସିକତା ସର୍ବଦା ସ୍ମରଣୀୟ ହୋଇ ରହିବ ।“

HS