ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁବାଇ ଠରରେ ଚାଲିଥିବା କପ୍-୨୮ ସମ୍ମିଳନୀରେ ଡିସେମ୍ବର ପହିଲା ଦିନ ସ୍ୱିଡେନ ରାଜ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ଓଲଫ କ୍ରିଷ୍ଟରସନଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।
ଦ୍ୱିପାକ୍ଷିକ ସମ୍ପର୍କରେ ବିଭିନ୍ନ ଗଠନମୂଳକ ଦିଗ ଉପରେ ଉଭୟ ନେତା ଆଲୋଚନା କରିଥିଲେ । ସେଗୁଡିକ ମଧ୍ୟରେ ପ୍ରତିରକ୍ଷା, ଗବେଷଣା ଓ ବିକାଶ, ବାଣିଜ୍ୟ ଓ ପୁଞ୍ଜିନିବେଶ ଓ ଜଳବାୟୁ ସମ୍ପର୍କୀତ ସହଯୋଗ ଉପରେ ଆଲୋଚନା କରିଥିଲେ । ସେମାନେ ମଧ୍ୟ ଆଞ୍ଚଳିକ, ବହୁରାଷ୍ଟ୍ରୀୟ ସମସ୍ୟା ଯଥା ଇୟୁ, ସ୍କାଣ୍ଡିନେଭିଆ ଜନ ପରିଷଦ ଓ ବଲଟିକ୍ ଆଠ ଗୋଷ୍ଠୀ ସମସ୍ୟା ଉପରେ ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ସ୍ୱିଡେନର ୟୁରୋପୀୟ ସଂଘ ପରିଷଦରେ ସଫଳ ସଭାପତିତ୍ୱ ନିମନ୍ତେ ସ୍ୱିଡେନ ପ୍ରଧାନମନ୍ତ୍ରୀ କ୍ରିଷ୍ଟରସନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
*****
SM/SLP
Excellent meeting with @SwedishPM Ulf Kristersson. We talked about deepening cooperation in futuristic sectors of development. We also discussed how to strengthen efforts to mitigate climate change. pic.twitter.com/HYzhC93Y6k
— Narendra Modi (@narendramodi) December 1, 2023
PM @narendramodi held productive meeting with @SwedishPM Ulf Kristersson, on the sidelines of the @COP28_UAE Summit. They deliberated on a range of topics related to bilateral relations, such as trade and investment, R&D, defence, and climate cooperation. pic.twitter.com/K5SsbWjWSz
— PMO India (@PMOIndia) December 1, 2023