Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ତାଙ୍କ ଦ୍ୱାରା ଲିଖିତ ଗରବା ଗୀତ ପରିବେଷଣ ପାଇଁ ଧନ୍ୟବାଦ ଜଣାଇଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କଳାକାର ଧବନୀ ଭାନୁଶାଲି, ତନିସ୍କ ବାଗଚି ଏବଂ ଜଷ୍ଟ ମ୍ୟୁଜିକ୍‌ର ଦଳକୁ ତାଙ୍କ ଦ୍ୱାରା କିଛି ବର୍ଷ ଜଳେ ଲିଖିତ ଗରବା ସଂଗୀତକୁ ପରିବେଷଣ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ନବରାତ୍ରି ସମୟରେ ଏକ ନୂତନ ଗରବା ଅଂଶୀଦାର କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଶ୍ରୀ ନରେନ୍ଦ୍ର ମୋଦୀ X ରେ ପୋଷ୍ଟ କରିଛନ୍ତି:

“ଧନ୍ୟବାଦ @dhvanivinod, Tanishk Bagchi and the team of @Jjust_Music ମୁଁ କିଛି ବର୍ଷ ପୂର୍ବରୁ ଲେଖିଥିବା ଏକ ଗରବାର ଏହି ସୁନ୍ଦର ପ୍ରଦର୍ଶନ ପାଇଁ ! ଏହା ଅନେକ ସ୍ମୃତି ଫେରାଇ ଆଣିଛି । ମୁଁ ବର୍ତ୍ତମାନ ଅନେକ ବର୍ଷ ହେଲା ଲେଖି ନାହିଁ କିନ୍ତୁ ଗତ କିଛି ଦିନ ମଧ୍ୟରେ ମୁଁ ଏକ ନୂତନ ଗରବା ସଙ୍ଗୀତ ଲେଖିବାରେ ସଫଳ ହୋଇଛି, ଯାହା ମୁଁ ନବରାତ୍ରି ସମୟରେ ଅଂଶୀଦାର କରିବି । #SoulfulGarba”

****

SSP