Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟମାସ ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖ୍ରୀଷ୍ଟମାସ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ସମସ୍ତଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା! ଆମେ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଏବଂ ଉତ୍ତମ ଶିକ୍ଷାକୁ ମନେ ପକାଉଛୁ, ଯାହା ସେବା, ଦୟା ଏବଂ ନମ୍ରତା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା । ସମସ୍ତେ ସୁସ୍ଥ ଏବଂ ସମୃଦ୍ଧ ହୁଅନ୍ତୁ । ଚାରିଆଡେ ସୌହାର୍ଦ୍ଦ୍ୟ ସୃଷ୍ଟି ହେଉ ।”

HS