Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଓସମାନ ମୀର ଗାଇଥିବା ଭକ୍ତି ଭଜନ “ଶ୍ରୀ ରାମଜୀ ପଧାରେ” କୁ ସେୟାର କରିଛନ୍ତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓସମାନ ମୀର ଗାଇଥିବା, ଓମ୍ ଦାବେ ଏବଂ ଗୌରାଙ୍ଗ ପାଳଙ୍କ ଦ୍ୱାରା ରଚିତ ସଙ୍ଗୀତ ଭକ୍ତି ଭଜନ “ଶ୍ରୀ ରାମଜୀ ପଧାରେ” କୁ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଅଯୋଧ୍ୟାରେ ଶ୍ରୀ ରାମଜୀଙ୍କ ଆଗମନକୁ ନେଇ ଖୁସି ଓ ଆନନ୍ଦର ଲହରୀ  ଖେଳିଯାଇଛି ।  ଆପଣମାନେ ଉସମାନ ମୀରଜୀଙ୍କ ଏହି ମଧୁର ରାମ ଭଜନ ଶୁଣି ଏହାର ଦିବ୍ୟ ଅନୁଭୂତି ପାଇବେ ।

#ଶ୍ରୀରାମଭଜନ

***

SSP