ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅଗଷ୍ଟ 15 ସ୍ୱାଧୀନତା ଦିବସ ଅଭିଭାଷଣ ଲାଗି ଜନସାଧାରଣଙ୍କଠାରୁ ଅଭିମତ ଓ ପରାମର୍ଶ ଲୋଡିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ନରେନ୍ଦ୍ର ମୋଦୀ ଆପରେ(Narendra Modi App) ଜନସାଧାରଣ ସେମାନଙ୍କର ଚିନ୍ତା, ପରାମର୍ଶ ଓ ପ୍ରସ୍ତାବ ଦେବାଲାଗି ନିବେଦନ କରିଛନ୍ତି ।
“ମୁଁ ଯେତେବେଳେ ଲାଲକିଲ୍ଲାର ପ୍ରାଚୀର ଉପରୁ ଅଗଷ୍ଟ 15 ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛି ତାହା 125 କୋଟି ଭାରତୀୟଙ୍କ ସ୍ୱର । ମୁଁ କେବଳ ଏକ ମାଧ୍ୟମ ମାତ୍ର ।
ଅଗଷ୍ଟ ୧୫ ଉଦବୋଧନ ଲାଗି ପ୍ରସ୍ତୁତ ସ୍ୱତନ୍ତ୍ର ମୁକ୍ତମଂଚ NM App. http://nm4.in/dnldapp ରେ ଆପଣ ନିଜ ନିଜର ଚିନ୍ତା ଓ କଳ୍ପନାକୁ ବାଂଟନ୍ତୁ ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
*************
When I address the nation from the ramparts of the Red Fort on 15th August, I am merely the medium. The voice is of 125 crore Indians. pic.twitter.com/NYygL7Beet
— Narendra Modi (@narendramodi) July 31, 2017
Share your ideas for the speech on 15th August, on the specially created open forum on the NM App. https://t.co/TYuxNNJfIf
— Narendra Modi (@narendramodi) July 31, 2017