ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ବିଶିଷ୍ଟ ଆମେରିକୀୟ ଗଣିତ ପରିସଂଖ୍ୟାନବିତ୍, ଶିକ୍ଷାବିତ୍, ବୁଦ୍ଧିଜୀବୀ ତଥା ଲେଖକ ପ୍ରଫେସର ନିକୋଲାସ୍ ତାଲେବଙ୍କୁ ଭେଟିଥିଲେ ।
ବୁଦ୍ଧିଜୀବୀ ଭାବରେ ତାଙ୍କର ସଫଳତା ତଥା ଲୋକପ୍ରିୟ ଆଲୋଚନାରେ ବିପଦ ଏବଂ ଦୁର୍ବଳତାର ଜଟିଳ ଚିନ୍ତାଧାରା ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରଫେସର ତାଲେବଙ୍କୁ ପ୍ରଶଂସା କରିଥିଲେ ।
ପ୍ରଫେସର ତାଲେବଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଭାରତର ଯୁବ ଉଦ୍ୟୋଗୀଙ୍କ ରିସ୍କ ଗ୍ରହଣ କ୍ଷମତା ଏବଂ ଭାରତରେ ବଢୁଥିବା ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ।
HS
PM @narendramodi had a meeting with Prof. @nntaleb, a mathematical statistician and author, in New York City. They discussed about the concept of anti-fragility as well as the country's thriving start-up ecosystem. pic.twitter.com/aAlDT3M8Oi
— PMO India (@PMOIndia) June 21, 2023
Professor @nntaleb has interesting perspectives on many issues and I had the opportunity to hear them on some of those subjects. He was greatly interested in India’s development strides. I emphasised on how we are nurturing a spirit of enterprise and risk taking among our youth. pic.twitter.com/q1CUg9ONZW
— Narendra Modi (@narendramodi) June 21, 2023