କ୍ରମିକ ସଂଖ୍ୟା |
ବୁଝାମଣା/ରାଜିନାମାର ନାମ |
ମିଆଁମାର ପକ୍ଷ |
ଭାରତ ପକ୍ଷ |
1. |
ଭାରତ ଏବଂ ମିଆଁମାର ମଧ୍ୟରେ ସାମୁଦ୍ରିକ ନିରାପତ୍ତା ସହଯୋଗ ଲାଗି ବୁଝାମଣା |
ବ୍ରିଗେଡିଏର ଜେନେରାଲ ସାନ ୱିନ, ପ୍ରତିରକ୍ଷା ମନ୍ତ୍ରଣାଳୟର ସ୍ଥାୟୀ ସଚିବ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
2. |
ଭାରତ ଏବଂ ମିଆଁମାର ମଧ୍ୟରେ 2017-2020 ବର୍ଷ ପାଇଁ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ |
ୟୁ ହିତୁନ ଓନ, ଧାର୍ମିକ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରଣାଳୟର ସ୍ଥାୟୀ ସଚିବ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
3. |
ୟାମେଥିନ(ମିଆଁମାର)ସ୍ଥିତ ମହିଳା ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଉନ୍ନତିକରଣ ଦିଗରେ ସହଯୋଗ ବୃଦ୍ଧି ପାଇଁ ଭାରତ-ମିଆଁମାର ମଧ୍ୟରେ ବୁଝାମଣା |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
|
4. |
ହ୍ଵାଇଟ ସିପିଂ ସଂକ୍ରାନ୍ତ ସୂଚନା ବିନିମୟ ଲାଗି ଭାରତୀୟ ନୌବାହିନୀ ଏବଂ ମିଆଁମାର ନୌସେନା ମଧ୍ୟରେ ବୁଝାମଣା |
ରିୟର ଆଡମିରାଲ ମୋ ଅଂ, ମିଆଁମାର ନୌସେନା ମୁଖ୍ୟ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
5. |
ଉପକୂଳ ନିରୀକ୍ଷଣ ବ୍ୟବସ୍ଥା ସଂକ୍ରାନ୍ତ ପ୍ରଯୁକ୍ତି କୌଶଳ ଯୋଗାଣ ନେଇ ଭାରତ ଏବଂ ମିଆଁମାର ମଧ୍ୟରେ ରାଜିନାମା |
ରିୟର ଆଡମିରାଲ ମୋ ଅଂ, ମିଆଁମାର ନୌସେନା ମୁଖ୍ୟ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
6. |
ମେଡିକାଲ ସାମଗ୍ରୀ ନିୟନ୍ତ୍ରଣ ସହଯୋଗ ନେଇ ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ଭେଷଜ ମାନକ ନିୟନ୍ତ୍ରଣ ସଂସ୍ଥା ଏବଂ ମିଆଁମାରର ସ୍ୱାସ୍ଥ୍ୟ ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଖାଦ୍ୟ ଓ ଭେଷଜ ଏଜେନ୍ସୀ ମଧ୍ୟରେ ବୁଝାମଣା |
ଡଃ ଥାଁ ହିତୁତ, ମିଆଁମାର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ କ୍ରୀଡା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
7. |
ସ୍ୱାସ୍ଥ୍ୟ ଏବଂ ଭେଷଜ/ମେଡ଼ିସିନ କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ମିଆଁମାର ସ୍ୱାସ୍ଥ୍ୟ ଓ କ୍ରୀଡା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା |
ଡଃ ଥାଁ ହିତୁତ, ମିଆଁମାର ସରକାରଙ୍କ ସ୍ୱାସ୍ଥ୍ୟ ଏବଂ କ୍ରୀଡା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
8. |
ଏମଆଇଆଇଟି ପ୍ରତିଷ୍ଠା ନେଇ ହୋଇଥିବା ବୁଝାମଣାର ଅବଧି ବୃଦ୍ଧି ଲାଗି ଉଦ୍ଦିଷ୍ଟ ପତ୍ରର ଆଦାନ ପ୍ରଦାନ |
ଡଃ ଥେଇନ ୱିନ, ଉଚ୍ଚ ଶିକ୍ଷା ବିଭାଗର ମହାନିର୍ଦ୍ଦେଶକ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
9. |
ଭାରତ-ମିଆଁମାର ସୂଚନା ପ୍ରଯୁକ୍ତି କୌଶଳ ସମ୍ବର୍ଦ୍ଧନ କେନ୍ଦ୍ର ପ୍ରତିଷ୍ଠା ନେଇ ହୋଇଥିବା ବୁଝାମଣାର ଅବଧି ବୃଦ୍ଧି ଲାଗି ଉଦ୍ଦିଷ୍ଟ ପତ୍ରର ଆଦାନ ପ୍ରଦାନ |
ୟୁ ୱିନ ଖାଇଙ୍ଗ ମୋ, ଗବେଷଣା ଏବଂ ନବସୃଜନ ବିଭାଗର ମହାନିର୍ଦ୍ଦେଶକ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
10. |
ନିର୍ବାଚନ କ୍ଷେତ୍ରରେ ଭାରତୀୟ ନିର୍ବାଚନ ଆୟୋଗ ଏବଂ ମିଆଁମାର କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବୁଝାମଣା |
ୟୁ ତିନ ତୁନ, ମିଆଁମାର କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ସଚିବ |
ବିକ୍ରମ ମିଶ୍ରୀ, ମିଆଁମାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ |
11. |
ଭାରତୀୟ ପ୍ରେସ କାଉନ୍ସିଲ ଏବଂ ମିଆଁମାର ପ୍ରେସ କାଉନ୍ସିଲ ମଧ୍ୟରେ ସହଯୋଗ ନେଇ ବୁଝାମଣା |
ୟୁ ଅଂ ହ୍ଳା ତୁନ, ଉପାଧ୍ୟକ୍ଷ (1) |
ମିଷ୍ଟର ଜଷ୍ଟିସ ଚନ୍ଦ୍ରମୌଳୀ କୁମାର ପ୍ରସାଦ, ଅଧ୍ୟକ୍ଷ, ଭାରତୀୟ ପ୍ରେସ କାଉନ୍ସିଲ |
***
2014 में ASEAN Summit के अवसर पर मेरा यहां आना हुआ था, परन्तु स्वर्णिम भूमि म्यांमार की यह मेरी पहली द्विपक्षीय यात्रा है: PM @narendramodi
— PMO India (@PMOIndia) September 6, 2017
Myanmar peace process का आपके द्वारा साहसिक नेतृत्व प्रशंसनीय है। जिन चुनौतियों का आप मुकाबला कर रही हैं, हम उन्हें पूरी तरह समझते हैं: PM
— PMO India (@PMOIndia) September 6, 2017
पड़ोसी होने के नाते, सुरक्षा के क्षेत्र में हमारे हित एक जैसे ही हैं: PM @narendramodi
— PMO India (@PMOIndia) September 6, 2017
यह ज़रूरी है कि हम अपनी लंबी ज़मीनी और समुद्री सीमा पर सुरक्षा और स्थिरता बनाए रखने के लिए मिलकर काम करें: PM @narendramodi
— PMO India (@PMOIndia) September 6, 2017
सड़कों और पुलों का निर्माण, उर्जा के links, और connectivity बढ़ाने के हमारे प्रयास, एक अच्छे भविष्य की ओर संकेत करते हैं: PM @narendramodi
— PMO India (@PMOIndia) September 6, 2017
Upper Myanmar की जरूरतों को पूरा करने के लिए भारत से high speed diesel ट्रकों द्वारा आना शुरू हो चुका है: PM @narendramodi
— PMO India (@PMOIndia) September 6, 2017
हमारी development partnership के तहत म्यांमार में उच्च कोटि की स्वास्थ्य, शिक्षा तथा अनुसंधान की सुविधाओं का विकास प्रसन्नता का विषय है: PM
— PMO India (@PMOIndia) September 6, 2017
मुझे यह घोषणा करते हुए खुशी हो रही है कि हमने भारत आने के इच्छुक म्यांमार के सभी नागरिकों को gratis visa देने का निर्णय लिया है: PM
— PMO India (@PMOIndia) September 6, 2017