ବିଶ୍ଵ ଗାୟତ୍ରୀ ପରିବାରର ମୁଖ୍ୟ ଡଃ ପ୍ରଣବ ପାଣ୍ଡ୍ୟା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ 1.25 କୋଟି ଟଙ୍କାର ଏକ ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଛନ୍ତି ।
**********
Head of All World Gayatri Pariwar, Dr. Pranav Pandya, called on Prime Minister @narendramodi today, and presented a demand draft of Rs 1.25 crore towards the Prime Minister`s National Relief Fund. pic.twitter.com/ZEQBKa5GcX
— PMO India (@PMOIndia) September 6, 2018