ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗଠାରେ ନିଜ କାର୍ଯ୍ୟ।ଳୟ ଏବଂ ଏସପିଜିର ଅଧିକାରୀମାନଙ୍କୁ ସାକ୍ଷାତ କରି ସେମାନଙ୍କ ସହ ନୂତନ ବର୍ଷର ଶୁଭେଚ୍ଛା ଆଦାନ ପ୍ରଦାନ କରିଛନ୍ତି । 1000ରୁ ଅଧିକ କର୍ମଚାରୀ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସେମାନଙ୍କ ଦ୍ଵାରା ପରିଚାଳିତ ଉତ୍ତମ କାର୍ଯ୍ୟ ପ୍ରଣାଳୀକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହିତ ଭବିଷ୍ୟତରେ ଏହାକୁ ଜାରି ରଖିବା ପାଇଁ ଉତ୍ସାହିତ କରିଥିଲେ ।
*****
PM @narendramodi meets officials from PMO and SPG.
— PMO India (@PMOIndia) January 2, 2018
via NMApp pic.twitter.com/Um1Jeg2B0m