05.04.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ରାଷ୍ଟ୍ରପତି ଦିଶାନାୟକେ ‘ଶ୍ରୀଲଙ୍କା ମିତ୍ର ବିଭୂଷଣ’ ସମ୍ମାନରେ ସମ୍ମାନିତ କରିଛନ୍ତି । କୃତଜ୍ଞତା ଜ୍ଞାପନ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହା ଭାରତ ଏବଂ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ଗଭୀର ବନ୍ଧୁତା ଏବଂ ଐତିହାସିକ ସମ୍ପର୍କର ପ୍ରତୀକ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:
ଆଜି ରାଷ୍ଟ୍ରପତି ଦିଶାନାୟକଙ୍କ ଦ୍ୱାରା ଶ୍ରୀଲଙ୍କା ମିତ୍ର ବିଭୂଷଣ ସମ୍ମାନରେ ସମ୍ମାନିତ ହେବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏହି ସମ୍ମାନ କେବଳ ମୋର ନୁହେଁ – ଏହା ଭାରତର ୧୪୦ କୋଟି ଲୋକଙ୍କ ପ୍ରତି ସମ୍ମାନ । ଏହା ଭାରତ ଓ ଶ୍ରୀଲଙ୍କାର ଜନସାଧାରଣଙ୍କ ମଧ୍ୟରେ ଗଭୀର ବନ୍ଧୁତା ଏବଂ ଐତିହାସିକ ସମ୍ପର୍କର ପ୍ରତୀକ । ଏହି ସମ୍ମାନ ପାଇଁ ମୁଁ ଶ୍ରୀଲଙ୍କାର ରାଷ୍ଟ୍ରପତି, ସରକାର ଏବଂ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।
BS
It is a matter of immense pride for me to be conferred the 'Sri Lanka Mitra Vibhushana' by President Dissanayake today. This honour is not mine alone - it is a tribute to the 1.4 billion people of India. It symbolises the deep-rooted friendship and historic ties between the… pic.twitter.com/UBQyTMoJ27
— Narendra Modi (@narendramodi) April 5, 2025
අද දින ජනාධිපති දිසානායක මැතිතුමා විසින් මා වෙත 'ශ්රී ලංකා මිත්ර විභූෂණ' ගෞරව නාමය පිරිනැමීම මා හට ඉමහත් අභිමානයකි. මෙම ගෞරවය මාගේ පමණක් නොවේ - එය බිලියන 1.4ක ඉන්දීය ජනතාවට උපහාරයකි. එය ඉන්දියාවේ සහ ශ්රී ලංකාවේ ජනතාව අතර පවතින ගැඹුරින් මුල් බැසගත් මිත්රත්වය සහ ඓතිහාසික සබඳතා… pic.twitter.com/EUqfqqrbQg
— Narendra Modi (@narendramodi) April 5, 2025
PM @narendramodi was conferred the 'Sri Lanka Mitra Vibhushana' by President @anuradisanayake. The PM dedicated it to the 1.4 billion countrymen and the deep-rooted ties between India and Sri Lanka. pic.twitter.com/GGSg3QARFh
— PMO India (@PMOIndia) April 5, 2025