Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭୁଟାନ ରାଜା ମହାମହିମ ଜିଗ୍ମେ ଖେସାର ନାମଗ୍ୟାଲ ୱାଙ୍ଗଚୁକ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭୁଟାନ ରାଜା ମହାମହିମ ଜିଗ୍ମେ ଖେସାର ନାମଗ୍ୟାଲ ୱାଙ୍ଗଚୁକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭୁଟାନ ରାଜା ମହାମହିମ ଜିଗ୍ମେ ଖେସାର ନାମଗ୍ୟାଲ ୱାଙ୍ଗଚୁକଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଭୁଟାନ ରାଜା ମହାମହିମ ଜିଗ୍ମେ ଖେସାର ନାମଗ୍ୟାଲ ୱାଙ୍ଗଚୁକଙ୍କୁ ସ୍ୱାଗତ କରି ଅତ୍ୟନ୍ତ ଖୁସି । ଆମ ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଫଳପ୍ରଦ ଥିଲା । ଆମେ ଭାରତ-ଭୁଟାନ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବା ପାଇଁ ନିଜ ଘନିଷ୍ଠ ବନ୍ଧୁତ୍ୱ ଓ ଦ୍ରୁକ ଗ୍ୟାଲପୋ ଦୃଷ୍ଟିକୋଣକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛୁ ।

 

SR