ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୋକିଆର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ ପେକ୍କା ଲୁଣ୍ଡମାର୍କ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଶ୍ରୀ @PekkaLundmarkଙ୍କ ସହ ଫଳପ୍ରଦ ବୈଠକ ହୋଇଛି, ଯେଉଁଥିରେ ଆମେ ପ୍ରଯୁକ୍ତିର ବିଭିନ୍ନ ଦିଗ ଏବଂ ସମାଜ କଲ୍ୟାଣରେ ଏହାର ବ୍ୟବହାର ସମ୍ପର୍କରେ ଆଲୋଚନା କଲୁ । ଆଗାମୀ ପୀଢିର ଡିଜିଟାଲ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଭାରତର ପ୍ରଗତି ସମ୍ପର୍କରେ ମଧ୍ୟ ଆମେ ଆଲୋଚନା କଲୁ ।”
A fruitful meeting with Mr. @PekkaLundmark in which we discussed aspects relating to technology and leveraging it for the welfare of society. We also discussed India’s strides in building next generation digital infrastructure. https://t.co/oFsEUMib0v
— Narendra Modi (@narendramodi) March 13, 2023
SR