Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉସ୍ତାଦ ଅମଜାଦ ଅଲ୍ଲୀ ଖାନ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉସ୍ତାଦ ଅମଜାଦ ଅଲ୍ଲୀ ଖାନ


ବିଶିଷ୍ଟ ସରୋଦ ବାଦକ ଉସ୍ତାଦ ଅମଜାଦ ଅଲ୍ଲୀ ଖାନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରବୀଣ ସଙ୍ଗୀତଜ୍ଞ ଓ ସରୋଦ ବିଶେଷଜ୍ଞ ଉସ୍ତାଦ ଅମଜାଦ ଅଲ୍ଲୀ ଏହି ଆଲୋଚନା କାଳରେ ତାଙ୍କ ପୁସ୍ତକ ‘Master on Masters’ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର 20 ଜଣ ମହାନ ସଙ୍ଗୀତ ଶାସ୍ତ୍ରୀଙ୍କ ଜୀବନୀ ଓ କୃତୀ ସମ୍ପର୍କରେ ଏହି ପୁସ୍ତକରେ ସ୍ଥାନ ପାଇଛି ।

*****