ତ୍ରିପୁରାର ମୁଖ୍ୟମନ୍ତ୍ରୀ ପ୍ରଫେସର (ଡା) ମାଣିକ ସାହା ଆଜିନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି :
“ତ୍ରିପୁରାର ମୁଖ୍ୟମନ୍ତ୍ରୀ (ଡା) ମାଣିକ ସାହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
@tripura_cmo”
SR
Chief Minister of Tripura, @DrManikSaha2, met Prime Minister @narendramodi.@tripura_cmo pic.twitter.com/yqQkaOcXHI
— PMO India (@PMOIndia) February 15, 2025