ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଶ୍ରୀ ରେବନ୍ଥ ରେଡି ଓ ତେଲଙ୍ଗାନାର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଭଟ୍ଟି ବିକ୍ରମଆର୍କା ମାଲ୍ଲୁ ନୂଆଦିଲଲୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଛି:
“ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଶ୍ରୀ @revanth_anumula ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଭଟ୍ଟି ବିକ୍ରମଆର୍କା ମାଲ୍ଲୁ ପ୍ରଧାନମନ୍ତ୍ରୀ @narendramodi ଙ୍କୁ ଭେଟିଛନ୍ତି ।”
ఈరోజు, తెలంగాణ ముఖ్యమంత్రి శ్రీ @revanth_anumula, ఉప ముఖ్యమంత్రి శ్రీ భట్టి విక్రమార్క మల్లు ప్రధానమంత్రి @narendramodi ని కలిశారు. pic.twitter.com/nLf2x9Op5f
— PMO India (@PMOIndia) July 4, 2024
SR
Telangana CM, Shri @revanth_anumula and Deputy CM, Shri Bhatti Vikramarka Mallu, met PM @narendramodi today. pic.twitter.com/DjGfJO6Bda
— PMO India (@PMOIndia) July 4, 2024