Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ତ୍ରିପୁରା ରାଜ୍ୟପାଳ


 

ତ୍ରିପୁରା ରାଜ୍ୟପାଳ ଶ୍ରୀ ଇନ୍ଦ୍ରସେନ ରେଡ୍ଡୀ ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

 

ତ୍ରିପୁରା ରାଜ୍ୟପାଳ ଶ୍ରୀ ଇନ୍ଦ୍ରସେନ ରେଡ୍ଡୀ ଗତକାଲି ଅର୍ଥାତ ୨୦୨୩ ନଭେମ୍ବର ୨ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

 

SR