ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ବିଶ୍ୱ ନେତୃତ୍ୱ ଦିଗରେ ଭାରତର ଯାତ୍ରାକୁ ପ୍ରଶଂସା କରିଛନ୍ତି।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି:
“ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଏବଂ ବିଶ୍ୱ ନେତୃତ୍ୱ ଦିଗରେ ଆମର ଯାତ୍ରାରେ ପ୍ରକୃତରେ ଏକ ଗର୍ବର ମାଇଲଖୁଣ୍ଟ!”
SR
This is indeed a proud milestone in our journey towards self-reliance and global leadership in defence manufacturing! https://t.co/PjLkrwVTwJ
— Narendra Modi (@narendramodi) April 1, 2025