ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେ ଗୌଡ଼ା, କର୍ଣ୍ଣାଟକ ଜେଡି(ଏସ୍) ମୁଖ୍ୟ ଏଚ୍ଡି କୁମାରସ୍ୱାମୀ ଏବଂ ଏଚ୍ଡି ରେବାନ୍ନାଙ୍କୁ ଭେଟିଛନ୍ତି ।
ଦେଶର ପ୍ରଗତିରେ ଅନୁକରଣୀୟ ଯୋଗଦାନ ପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ୍ଡି ଦେବେ ଗୌଡ଼ା, ଶ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ଶ୍ରୀ ଏଚ୍ଡି ରେବାନ୍ନାଙ୍କୁ ଭେଟିଲେ ସବୁବେଳେ ଖୁସି ଲାଗିଥାଏ ।
ଦେଶର ପ୍ରଗତିରେ ଦେବେ ଗୌଡ଼ାଙ୍କ ଅନୁକରଣୀୟ ଯୋଗଦାନକୁ ଭାରତ ସବୁବେଳେ ପ୍ରଶଂସା କରିଥାଏ । ବିବିଧ ନୀତିଗତ ମାମଲାରେ ତାଙ୍କ ବିଚାର ଅନ୍ତର୍ନିହିତ ଏବଂ ଭବିଷ୍ୟବାଦୀ ଅଟେ ।’
Always a delight to meet former PM Shri @H_D_Devegowda Ji, Shri @hd_kumaraswamy Ji and Shri HD Revanna Ji.
India greatly cherishes Deve Gowda Ji’s exemplary contribution to the nation’s progress. His thoughts on diverse policy matters are insightful and futuristic. pic.twitter.com/Xa3YImOLYz
— Narendra Modi (@narendramodi) December 21, 2023
SR
Always a delight to meet former PM Shri @H_D_Devegowda Ji, Shri @hd_kumaraswamy Ji and Shri HD Revanna Ji.
— Narendra Modi (@narendramodi) December 21, 2023
India greatly cherishes Deve Gowda Ji's exemplary contribution to the nation's progress. His thoughts on diverse policy matters are insightful and futuristic. pic.twitter.com/Xa3YImOLYz