ପୂର୍ବତନ ଜର୍ମାନ ଚାନ୍ସଲର ମିଷ୍ଟର ହେଲମଟ କୋହଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।
“ଜର୍ମାନୀ ଏକତ୍ରୀକରଣର ସୂତ୍ରଧର, ମହାନ ରାଷ୍ଟ୍ରନୀତିଜ୍ଞ ଓ ୟୁରୋପୀୟ ସମନ୍ଵୟର ପ୍ରବଳ ବିଶ୍ଵାସୀ ମିଷ୍ଟର ହେଲମଟ କୋହଲଙ୍କ ବିୟୋଗରେ ଆମେ ଶୋକାଭିଭୂତ ।
ମିଷ୍ଟର ହେଲମଟ କୋହଲ 1986 ଏବଂ 1993ରେ ଭାରତ ଗସ୍ତ କରିଥିଲେ । ଭାରତ-ଜର୍ମାନୀ ସମ୍ବନ୍ଧକୁ ମଜବୁତ କରିବାରେ ତାଙ୍କର ଅବଦାନକୁ ଆମେ ମୁଲ୍ୟବାନ ମନେ କରିଛୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
*****
Our condolences at the demise of Mr. Helmut Kohl - statesman, architect of German unification & ardent believer in European integration: PM
— PMO India (@PMOIndia) June 16, 2017
Mr. Helmut Kohl visited India in 1986 and 1993. We value his contribution in strengthening India-Germany ties: PM @narendramodi
— PMO India (@PMOIndia) June 16, 2017