Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଶିଷ୍ଟ ଓକିଲ ଶ୍ରୀ ଶାନ୍ତି ଭୂଷଣଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଶିଷ୍ଟ ଓକିଲ ଶ୍ରୀ ଶାନ୍ତି ଭୂଷଣଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ଶାନ୍ତି ଭୂଷଣ ଜୀଙ୍କୁ ଆଇନଗତ କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ବଞ୍ଚିତ ଲୋକଙ୍କ ପାଇଁ କହିବାର ନିଶା ପାଇଁ ସ୍ମରଣ କରାଯିବ । ତାଙ୍କର ଦେହାନ୍ତ ହେତୁ ଦୁଃଖିତ । ତାଙ୍କ ପରିବାର ପ୍ରତି ସମବେଦନା । ଓମ୍ ଶାନ୍ତି ।”

HS