ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପୁରୁଷ ୯୭ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ କାଂସ୍ୟପଦକ ବିଜେତା କୁସ୍ତିଯୋଦ୍ଧା ଦୀପକ ନେହରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆଉ ଜଣେ କୁସ୍ତି ଯୋଦ୍ଧାଙ୍କ ତରଫରୁ ଭାରତ ପାଇଁ ଆଉ ଏକ ପଦକ ! ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଫ୍ରିଷ୍ଟାଇଲ କୁସ୍ତିରେ ଦୀପକ ନେହରା କାଂସ୍ୟ ପଦକ ଜିତିଥିବାରୁ ଆନନ୍ଦିତ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । #Cheer4India”
Another wrestler, another laurel for India! Glad that Deepak Nehra has won the Bronze medal in the CWG22 Freestyle Wrestling event. Deepak has displayed remarkable grit and commitment. My best wishes to him for his upcoming endeavours. #Cheer4India pic.twitter.com/ZIf3o71ivC
— Narendra Modi (@narendramodi) August 7, 2022
SR