Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପୁରୁଷ ୭୪ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣପଦକ ବିଜେତା ନବୀନ କୁମାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପୁରୁଷ ୭୪ କିଲୋଗ୍ରାମ ଫ୍ରିଷ୍ଟାଇଲ କୁସ୍ତିରେ ସ୍ୱର୍ଣ୍ଣପଦକ ବିଜେତା ନବୀନ କୁମାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

ଆମ କୁସ୍ତିଯୋଦ୍ଧାମାନେ ଗୌରବାନ୍ୱିତ କରିବା ଜାରି ରଖିଛନ୍ତି । ସ୍ୱର୍ଣ୍ଣପଦକ ବିଜେତା ନବୀନ କୁମାରଙ୍କୁ ଅଭିନନ୍ଦନ । ସେ ନିଆରା ଆତ୍ମବିଶ୍ୱାସ ଓ ଉନ୍ନତ କୌଶଳ ପ୍ରଦର୍ଶନ କରିଛନ୍ତି । ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।#Cheer4India     

SR