ପ୍ୟାରିସ୍ ପାରାଲିମ୍ପିକ୍ସରେ ପୁରୁଷ କ୍ଲବ ଥ୍ରୋ ଏଫ୍୫୧ ଇଭେଣ୍ଟ୍ରେ ଭାରତର ସର୍ବପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଥଲେଟ୍ ଧରମ୍ବୀରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି ଯେ;
“ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ କ୍ଲବ୍ ଥ୍ରୋ ଏଫ୍୫୧ ଇଭେଣ୍ଟ୍ରେ ଭାରତର ସର୍ବପ୍ରଥମ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବା ସହ ଅସାଧାରଣ ଆଥ୍ଲେଟ୍ ଧରମ୍ବୀର ଇତିହାସ ସୃଷ୍ଟି କରିଛନ୍ତି ! ତାଙ୍କର ଅବିସ୍ମରଣୀୟ ଉଦ୍ୟମ ଯୋଗୁଁ ସେ ଏହି ଅବିଶ୍ୱସନୀୟ ସଫଳତା ହାସଲ ହୋଇପାରିଛି । ଏହି କୀର୍ତ୍ତୀମାନ ଉପଲବ୍ଧି ଦ୍ୱାରା ଭାରତ ଖୁବ୍ ଆନନ୍ଦିତ ହୋଇଛି । #Cheer4Bharat”
SR
The exceptional Dharambir creates history as he wins India’s first ever Paralympic Gold in Men’s Club Throw F51 event at the #Paralympics2024! This incredible achievement is because of his unstoppable spirit. India is overjoyed by this feat. #Cheer4Bharat pic.twitter.com/bk7seJX1fV
— Narendra Modi (@narendramodi) September 5, 2024