Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପିଭି ସିନ୍ଧୁଙ୍କୁ ଚୀନ ଓପନ ସୁପର ସିରିଜ ବ୍ୟାଡମିଣ୍ଟନ ଆଖ୍ୟା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ଚୀନ ଓପନ ସୁପର ସିରିଜରେ ପ୍ରଥମ ଟାଇଟଲ ଆଖ୍ୟା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

“ପ୍ରଥମ ସୁପର ସିରିଜ ବ୍ୟାଡମିଣ୍ଟନ ଟାଇଟଲ ପାଇଁ ଅଭିନନ୍ଦନ । ଚୀନ ଓପନ ଟୁର୍ଣ୍ଣାମେଣ୍ଟରେ ବହୁତ ବଢିଆ ଖେଳ ଥିଲା,” ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ।