Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପିଏସଏଲଭି ସି୫୪ ମିଶନର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏନଏସଆଇଏଲକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି ସି୫୪ ମିଶନର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏନଏସଆଇଏଲକୁ ଅଭିନନ୍ଦନ ଜଣାଇଛନ୍ତି ଏହି ଉତକ୍ଷେପଣରେ ସାମିଲ ଥିବା ସମସ୍ତ କମ୍ପାନୀକୁ ଶ୍ରୀ ମୋଦୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପିଏସଏଲଭି ସି୫୪ ମିଶନର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏନଏସଆଇଏଲ କୁ ଅଭିନନ୍ଦନ ଇଓଏସ୍‍୦୬ ଉପଗ୍ରହ ଆମର ସାମୁଦ୍ରିକ ସମ୍ବଳର ଉପଯୋଗ ଲାଗି ସହାୟତା କରିବ

ଭାରତୀୟ କମ୍ପାନୀ ପିକ୍ସେଲ ସ୍ପେସ୍ ଏବଂ  ଧ୍ରୁବ ସ୍ପେସ୍ ତରଫରୁ ଟି ଉପଗ୍ରହ ଉତକ୍ଷେପଣ ଏକ ନୂତନ ଯୁଗର ଆରମ୍ଭ, ଯେଉଁଠାରେ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଭାରତୀୟ ପ୍ରତିଭା ସମ୍ପୂର୍ଣ୍ଣ ରୂପେ ଅନୁଭୂତ ହୋଇପାରିବ ଏହି ଉତକ୍ଷେପଣରେ ଜଡିତ ସମସ୍ତ କମ୍ପାନୀ ଏବଂ ପ୍ରତ୍ୟେକଙ୍କୁ ଅଭିନନ୍ଦନ

HS