ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍ସ୍ୱନିଧି ଯୋଜନାରେ ୫୦ ଲକ୍ଷ ହିତାଧିକାରୀ ମାନଙ୍କ ଅନ୍ତର୍ଭୁକ୍ତିକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ପିଏମ୍ସ୍ୱନିଧି କେବଳ ବୁଲାବିକାଳି ମାନଙ୍କର ଜୀବନକୁ ସହଜ କରିନାହିଁ ବରଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ମଧ୍ୟ ଦେଇଛି ।
ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ଏକ ପୋଷ୍ଟକୁ X ରେ ଶେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି
ଏହି ମହାନ ସଫଳତା ପାଇଁ ଅନେକ ଅନେକ ଅଭିନନ୍ଦନ ! ମୁଁ ସନ୍ତୁଷ୍ଟ ଯେ ପିଏମ୍ସ୍ୱନିଧି ଯୋଜନା କେବଳ ସାରା ଦେଶରେ ଆମର ବୁଲାବିକାଳି ମାନଙ୍କର ଜୀବନକୁ ସହଜ କରିନାହିଁ, ବରଂ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ମଧ୍ୟ ଦେଇଛି । ”,
***
इस बड़ी उपलब्धि के लिए बहुत-बहुत बधाई! मुझे संतोष है कि #PMSVANidhi योजना से ना सिर्फ देशभर के हमारे रेहड़ी-पटरी वालों का जीवन आसान हुआ है, बल्कि उन्हें सम्मान के साथ जीने का अवसर भी मिला है। https://t.co/tpfKtJdujs
— Narendra Modi (@narendramodi) October 4, 2023
SSP