Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାହାଡ଼ିଆ ରାଜ୍ୟରେ ବିକାଶ ପାଇଁ ନାଗରିକଙ୍କ ପ୍ରତିକ୍ରିୟାକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପାହାଡ଼ିଆ ରାଜ୍ୟଗୁଡିକର ବିକାଶ ଉପରେ ନାଗରିକଙ୍କ ପ୍ରତିକ୍ରିୟାକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ପାହାଡ଼ିଆ ରାଜ୍ୟଗୁଡ଼ିକର ବିକାଶର ଉଜ୍ଜ୍ୱଳ ଆଲୋକ ହେବାର ସାମର୍ଥ୍ୟ ରହିଛି

ଜଣେ ନାଗରିକଙ୍କ ଟୁଇଟକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି;

ମୁଁ ସର୍ବଦା ବିଶ୍ୱାସ କରେପାହାଡର ଯୌବନ ଏବଂ ପାହାର ପାଣି ପାହାଡର କାମରେ ଆସିବା ଆବଶ୍ୟକ

ଆମର ପାହାଡିଆ଼ ରାଜ୍ୟଗୁଡ଼ିକ ବିକାଶର ଉଜ୍ଜ୍ୱଳ ଆଲୋକବର୍ତ୍ତିକା ହେବାର ସାମର୍ଥ୍ୟ ରହିଛି

HS