Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାରା ଏସିଆନ୍ କ୍ରୀଡ଼ାରେ ମହିଳା ପାରା କ୍ଲବ୍ ଥ୍ରୋ ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଆଥଲେଟ୍ ଏକତା ଭ୍ୟାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପାରା ଏସୀୟ କ୍ରୀଡ଼ାରେ ମହିଳା ପାରା କ୍ଲବ୍ ଥ୍ରୋଏଫ୍ ୩୨/୫୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା କ୍ରୀଡ଼ାବିତ୍ ଏକତା ଭ୍ୟାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି :

ମହିଳା ପାରା କ୍ଲବ ଥ୍ରୋଏଫ୍ ୩୨/୫୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଏକତା ଭ୍ୟାନଙ୍କୁ ଅଭିନନ୍ଦନ। ଏହି ସଫଳତାରେ ଭାରତ ଆନନ୍ଦିତ

 

BS