Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଶୁମାନଙ୍କ ସୁରକ୍ଷାରେ ଭାରତ ସର୍ବଦା ଆଗୁଆ ରହିବ : ପ୍ରଧାନମନ୍ତ୍ରୀ


ଭାରତ ବନ୍ୟପ୍ରାଣୀ ବିବିଧତାରେ ସମୃଦ୍ଧ ଏବଂ ଏହାର ସଂସ୍କୃତି ବନ୍ୟପ୍ରାଣୀଙ୍କ ପାଳନ ଏବଂ ସମ୍ମାନ କରିବାରେ ଆଶୀର୍ବାଦପ୍ରାପ୍ତ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମେ ସର୍ବଦା ପ୍ରାଣୀମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କ ଉପଯୋଗୀ ଏକ ସୁରକ୍ଷିତ ବିଶ୍ୱ ଗଠନ କରିବାରେ ଆଗୁଆ ରହିବୁ” ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଖବର ! ଭାରତ ବନ୍ୟପ୍ରାଣୀ ବିବିଧତାରେ ସମୃଦ୍ଧ ଏବଂ ବନ୍ୟପ୍ରାଣୀ ପାଳନ ଏବଂ ସମ୍ମାନ କରୁଥିବା ସଂସ୍କୃତିରେ ଏହା ଆଶୀର୍ବାଦପ୍ରାପ୍ତ । ଆମେ ସର୍ବଦା ପ୍ରାଣୀମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କ ପାଇଁ ଉପଯୋଗୀ ଏକ ସୁରକ୍ଷିତ ବିଶ୍ୱ ଗଠନ କରିବାରେ ଆଗୁଆ ରହିବୁ ।”

 

SR