ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପରୀକ୍ଷା ପ୍ରସ୍ତୁତି ସମୟରେ ସକରାତ୍ମକତାକୁ ବିଦ୍ୟାର୍ଥୀମାନଙ୍କ ମହତ୍ୱପୂର୍ଣ୍ଣ ସହଯୋଗୀ ଭାବେ ଦର୍ଶାଇ ସମସ୍ତଙ୍କୁ ଆସନ୍ତାକାଲି ଠାରୁ ‘ପରୀକ୍ଷା ପେ ଚର୍ଚ୍ଚା’ ଦେଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ମାଇଁ ଗଭ୍ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“#ExamWarriors ଏକଜାମ୍ ୱାରିୟର୍ସଙ୍କ ପାଇଁ ପରୀକ୍ଷା ସମୟରେ ସକରାତ୍ମକତା ସବୁଠୁ ବଡ଼ ସହଯୋଗୀ ମଧ୍ୟରୁ ଅନ୍ୟତମ । କାଲିଠାରୁ ‘ପରୀକ୍ଷା ପେ ର୍ଚ୍ଚା’ ଏପିସୋଡରେ ଏ ସମ୍ପର୍କରେ ଆଲୋଚନା କରାଯିବ । ଆମର ସାଥୀ @VikrantMassey ଏବଂ @bhumipednekar ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିବେ ।”
SR
For #ExamWarriors, among the biggest allies during exam time is positivity. Tomorrow’s ‘Pariksha Pe Charcha’ episode delves into this topic and we have @VikrantMassey and @bhumipednekar share their insights. https://t.co/F1bbYLqZno
— Narendra Modi (@narendramodi) February 15, 2025