ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ନମାମୀ ଗଙ୍ଗେ ମିଶନ ଅନ୍ତର୍ଗତ ଉତ୍ତରାଖଣ୍ଡରେ 6ଟି ବୃହତ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି।
ଶ୍ରୀ ମୋଦୀ ହରିଦ୍ୱାରଠାରେ ଗଙ୍ଗା ନଦୀ ତଟରେ ପ୍ରଥମ ଥର ପାଇଁ ‘ଗଙ୍ଗା ଅବଲୋକନ’ ସଂଗ୍ରହାଳୟର ଉଦଘାଟନ କରିଥିଲେ। ସେ ଏକ ପୁସ୍ତକ ରୋଇଙ୍ଗ ଡାଉନ ଗଙ୍ଗେସ ଏବଂ ଜଳ ଜୀବନ ମିଶନର ନୂଆ ଲୋଗୋକୁ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳ ଜୀବନ ମିଶନ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଏବଂ ଜଳ ସମିତି ଲାଗି ଉପଯୋଗୀ ‘ମାର୍ଗଦର୍ଶିକା’ ମଧ୍ୟ ଜାରି କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଦେଶର ପ୍ରତ୍ୟେକ ଘରେ ନଳ ଜରିଆରେ ଜଳ ଉପଲବ୍ଧ କରାଇବା। ଶ୍ରୀ ମୋଦୀ କହିଥିଲେ ଯେ ନୂଆ ଲୋଗୋ ପାଣିର ଗୁରୁତ୍ୱକୁ ବୁଝି ଗୋଟିଏ ଗୋଟିଏ ବୁନ୍ଦା ଜଳ ସଂରକ୍ଷଣ ଲାଗି ଅନୁପ୍ରାଣିତ କରିବ।
ମାର୍ଗଦର୍ଶିକା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଗ୍ରାମ ପଞ୍ଚାୟତ ଓ ଗ୍ରାମୀଣ କ୍ଷେତ୍ରରେ ରହୁଥିବା ଲୋକମାନଙ୍କ ସହିତ ସରକାରୀ ମେସିନାରୀ ଲାଗି ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ।
ରୋଇଂ ଡାଉନ ଗଙ୍ଗେସ ପୁସ୍ତକ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ଏହା ଗଙ୍ଗା ନଦୀକୁ ଆମ ସଂସ୍କୃତି, ବିଶ୍ୱାସ ଏବଂ ଐତିହ୍ୟର ପ୍ରତୀକ ଭାବେ ସ୍ଥାପିତ କରୁଛି ।
ଶ୍ରୀ ମୋଦୀ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଏହା ନିଜର ଉଦଗମସ୍ଥଳ ଉତ୍ତରାଖଣ୍ଡରୁ ଆରମ୍ଭ କରି ଶେଷରେ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଶର ପାଖାପାଖି 50% ଜନସଂଖ୍ୟାର ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
ସେ କହିଥିଲେ ଯେ ନମାମି ଗଙ୍ଗେ ମିଶନ ନଦୀ ସଂରକ୍ଷଣ କ୍ଷେତ୍ରରେ ସବୁଠୁ ମିଶନ ଏବଂ ଏହାର ଉଦ୍ଦେଶ୍ୟ କେବଳ ଗଙ୍ଗା ନଦୀର ସ୍ୱଚ୍ଛତା ନୁହେଁ ବରଂ ଏହା ସମସ୍ତ ନଦୀଗୁଡ଼ିକର ସ୍ୱଚ୍ଛତା ଉପରେ କେନ୍ଦ୍ରିତ ଅଟେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନୂଆ ଚିନ୍ତାଧାରାକୁ ନେଇ ବଡ଼ ପରିବର୍ତ୍ତନ ଆସିଛି ଏବଂ ଗଙ୍ଗା ନଦୀ ଜୀବନ୍ତ ହୋଇ ଉଠିଛି। ଯଦି ଆମେ ଏଥିପାଇଁ ପୁରୁଣା ପଦ୍ଧତି ଆପଣାଇଥାଆନ୍ତୁ ତା’ହେଲେ ପରିସ୍ଥିତି ଆଜି ବିଗତ ଦିନ ଭଳି ଖରାପ ହୋଇଥାନ୍ତା କାରଣ ପୁରୁଣା ବ୍ୟବସ୍ଥାରେ ଜନସାଧାରଣଙ୍କ ଭାଗିଦାରୀର ଅଭାବ ରହିଥିଲା।
ଶ୍ରୀ ମୋଦୀ କହିଥିଲେ ଯେ ସରକାର ଏହି ଲକ୍ଷ୍ୟ ହାସଲ କରିବା ଲାଗି 4ଟି ରଣନୀତିକୁ ନେଇ ଆଗକୁ ବଢ଼ୁଛନ୍ତି।
ପ୍ରଥମତଃ- ଅଧିକ ସଂଖ୍ୟାରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ (ଏସଟିପି) ନେଟୱର୍କ ବିଛାଇବା ଯାହାକି ବର୍ଜ୍ୟ ଜଳକୁ ଗଙ୍ଗା ନଦୀ ଭିତରକୁ ଯିବ ନାହିଁ।
ଦ୍ୱିତୀୟତଃ, ଆସନ୍ତା 10-15 ବର୍ଷକୁ ଆଖି ଆଗରେ ରଖି ଏସଟିପିଗୁଡ଼ିକୁ ନିର୍ମାଣ କରାଯିବ।
ତୃତୀୟତଃ ଗଙ୍ଗା ନଦୀ ତଟରେ ଥିବା 5000 ଗ୍ରାମ ଏବଂ 100 ବଡ଼ ସହର/ନଗରକୁ ଖୋଲା ଶୌଚମୁକ୍ତ କରିବା।
ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ନମାମି ଗଙ୍ଗେ ମିଶନ ଅନ୍ତର୍ଗତ 30,000 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ପୂରଣ ହୋଇସାରିଛି କିମ୍ବା ପ୍ରଗତି ପଥରେ ରହିଛି। ସେ କହିଥିଲେ ଯେ ଏସବୁ ପ୍ରକଳ୍ପରେ ଉତ୍ତରାଖଣ୍ଡରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ ମଧ୍ୟ ସାମିଲ ରହିଛି। ବିଗତ 6 ବର୍ଷରେ ଉତ୍ତରାଖଣ୍ଡରେ ବର୍ଜ୍ୟ ଜଳ ପରିଚାଳନା ପ୍ଲାଣ୍ଟର କ୍ଷମତା 4 ଗୁଣା ବୃଦ୍ଧି ପାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀରେ ମିଶିଥିବା 130ଟି ନାଳକୁ ବନ୍ଦ କରିବା ଲାଗି ହୋଇଥିବା ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ବିଶେଷ କରି ଚନ୍ଦ୍ରଶେଖର ନଗର ନଳା ବିଷୟରେ ଉଲ୍ଲେଖ କରିଥିଲେ ଯାହାକି ଋଷିକେଶରେ ମୁନୀ କୀ ରେତୀକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ନୌକା ବିହାର କରୁଥିବା ଲୋକମାନଙ୍କ ପାଇଁ ଦୃଷ୍ଟିକଟୁ ହେଉଥିଲା। ସେ ଏହି ନାଳକୁ ବନ୍ଦ କରିବା ଏବଂ ମୁନୀ କୀ ରେତୀରେ 4 ମହଲାବିଶିଷ୍ଟ ବର୍ଜ୍ୟ ଜଳ ନିଷ୍କାସନ ଟ୍ରିଟମେଣ୍ଟ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ଭାବେ ପ୍ରୟାଗରାଜ କୁମ୍ଭ ମେଳାରେ ଶ୍ରଦ୍ଧାଳୁମାନେ ସ୍ୱଚ୍ଛ ଗଙ୍ଗାର ଅନୁଭବ କରିଥିଲେ, ସେହିପରି ଭାବେ ଉତ୍ତରାଖଣ୍ଡରେ ମଧ୍ୟ କୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁମାନେ ଅବିରଳ ଓ ନିର୍ମଳ ଗଙ୍ଗା ନଦୀ କିପରି ଦର୍ଶନ କରିବେ ଆମେ ସେଥିପାଇଁ ପ୍ରୟାସ କରୁଛୁ। ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀ ତଟରେ ଶତାଧିକ ଘାଟ ସୌନ୍ଦର୍ଯ୍ୟକରଣ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ହରିଦ୍ୱାରରେ ଏକ ଆଧୁନିକ ନଦୀତଟ ବିକାଶ ବିଷୟରେ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଙ୍ଗା ଅବଲୋକନ ସଂଗ୍ରହାଳୟ ଶ୍ରଦ୍ଧାଳୁମାନଙ୍କ ଲାଗି ଏକ ବିଶେଷ ଆକର୍ଷରଣ କେନ୍ଦ୍ର ହେବ ଏବଂ ଗଙ୍ଗା ନଦୀ ସହ ଜଡ଼ିତ ଐତିହ୍ୟକୁ ବୁଝିବାରେ, ସେଗୁଡ଼ିକୁ ଯୋଡ଼ିବାରେ ସହାୟକ ହେବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନମାମି ଗଙ୍ଗେ ମିଶନର ଉଦ୍ଦେଶ୍ୟ ଗଙ୍ଗା ନଦୀର ସ୍ୱଚ୍ଛତା ସହିତ ସମ୍ପୂର୍ଣ୍ଣ ଗଙ୍ଗା ଅବବାହିକା ଅଞ୍ଚଳରେ ଅର୍ଥବ୍ୟବସ୍ଥା ଓ ପରିବେଶର ବିକାଶ। ସେ କହିଥିଲେ ଯେ ସରକାର ଜୈବିକ କୃଷି ଏବଂ ଆୟୁର୍ବଦେିକ କୃଷି ଲାଗି ସାମଗ୍ରିକ ଯୋଜନା ପ୍ରସ୍ତୁତ କରିଛନ୍ତି।
ସେ କହିଥିଲେ ଯେ ଏହି ପ୍ରକଳ୍ପ ଫଳରେ ମିଶନ ଡଲଫିନ ମଧ୍ୟ ସୁଦୃଢ଼ ହେବ ଯାହାର ଘୋଷଣା ଅଗଷ୍ଟ 15 ତାରିଖରେ କରାଯାଇଛି।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ପାଣି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସ୍ପଷ୍ଟ ଦିଶାନିର୍ଦ୍ଦେଶ ଏବଂ ଉନ୍ନତ ସମନ୍ୱୟ ଅଭାବରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ମଧରେ କାର୍ଯ୍ୟ ବିଖଣ୍ଡିତ ହୋଇ ରହିଥିଲା। ଯାହାଫଳରେ ଜଳସେଚନ ଏବଂ ପାନୀୟ ଜଳ ଯୋଗାଣ ସହ ଜଡ଼ିତ ସମସ୍ୟା ଲାଗି ରହିଥିଲା। ସେ କହିଥିଲେ ଯେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶର 15 କୋଟି ଘରକୁ ପାଇପ ଯୋଗେ ପାଣି ପହଞ୍ଚିପାରିନାହିଁ।
ଶ୍ରୀ ମୋଦୀ କହିଥିଲେ ଯେ ଏହି ସମସ୍ୟାକୁ ଧ୍ୟାନରେ ରଖି ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଛି ଯାହାଫଳରେ ପାଣି ସହ ଜଡ଼ିତ ସମସ୍ୟାର ମୁକାବିଲା କରାଯାଇପାରିବ। ସେ କହିଥିଲେ ଯେ ଏହି ମନ୍ତ୍ରଣାଳୟ ବର୍ତ୍ତମାନ ଦେଶର ପ୍ରତ୍ୟେକ ଘରକୁ ନଳ ଯୋଗେ ଜଳ ଉପଲବ୍ଧ କରାଇବାର ମିଶନରେ ଯୋଡ଼ି ହୋଇ ରହିଛି।
ବର୍ତ୍ତମାନ ଜଳ ଜୀବନ ମିଶନ ଦୈନିକ ପାଖାପାଖି 1 ଲକ୍ଷ ଘରକୁ ପାଇପ ଯୋଗେ ଜଳ ଯୋଗାଣ ନିମନ୍ତେ ସଂଯୋଗ ଉପଲବ୍ଧ କରାଉଛି। ସେ କହିଥିଲେ ଯେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଦେଶର ଦୁଇ କୋଟି ପରିବାରକୁ ପାନୀୟ ଜଳ ଯୋଗାଣ ଦିଆଯାଇଛି।
ସେ ବିଗତ 4-5 ମାସରେ କରୋନା ଭୂତାଣୁ ସମୟରେ ମଧ୍ୟ 50,000 ପରିବାରକୁ ପାନୀୟ ଜଳ ଯୋଗାଣ ଉପଲବ୍ଧ କରାଇବା ଲାଗି ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବର କାର୍ଯ୍ୟକ୍ରମ ଠାରୁ ଭିନ୍ନ ଏହି ଜଳ ଜୀବନ ମିଶନ ତଳୁ ଉପର ସ୍ତର ପର୍ଯ୍ୟନ୍ତ କାମ କରିଥାଏ। ଏଠାରେ ଉପଭୋକ୍ତା ଓ ଜଳ ସମିତି ସମ୍ପୂର୍ଣ୍ଣ ପ୍ରକଳ୍ପର ପରିକଳ୍ପନା କରିଛନ୍ତି ଏଥିରେ ଯୋଜନାର କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପର୍ଯ୍ୟନ୍ତ ସାମିଲ ରହିଛି। ସେ କହିଥିଲେ ଯେ ଏଥିରେ ଏହା ମଧ୍ୟ ସୁନିଶ୍ଚିତ କରାଯାଇଥାଏ ଯେ ସମିତିରେ 50% ସଦସ୍ୟ ମହିଳା ରହିବେ। ସେ କହିଥିଲେ ଯେ ଏ ସମ୍ପର୍କରେ ସଠିକ ନିଷ୍ପତ୍ତି ନେବାରେ ଜଳ ସମିତି ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ସହାୟତା କରିବା ନିମନ୍ତେ ଆଜି ମାର୍ଗଦର୍ଶିକା ଜାରି କରାଯାଇଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ଅକ୍ଟୋବର 2 ତାରିଖକୁ 100 ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି ଯାହାର ଅନ୍ତର୍ଗତ ଏହି 100 ଦିନ ମଧ୍ୟରେ ଦେଶର ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡ଼ିକୁ ପାନୀୟ ଜଳ ସଂଯୋଗ ସୁନିଶ୍ଚିତ କରାଯିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ନିକଟରେ କୃଷକ, ଶିଳ୍ପ ଶ୍ରମିକ ଓ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଅନେକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ଯେଉଁମାନେ ଏହି ସୁଧାରକୁ ବିରୋଧ କରୁଛନ୍ତି, ସେମାନେ କେବଳ ବିରୋଧ କରିବା ଉଦ୍ଦେଶ୍ୟରେ ବିରୋଧ କରୁଛନ୍ତି। ସେ କହିଥିଲେ ଯେ ଯେଉଁଲୋକମାନେ ବହୁ ଦଶନ୍ଧି ଧରି ଦେଶ ଉପରେ ଶାସନ କରୁଥିଲେ ସେମାନେ ଶ୍ରମିକ, ଯୁବକ, କୃଷକ ଓ ମହିଳାଙ୍କୁ ସଶକ୍ତ କରିବା ଦିଗରେ କୌଣସି ଧ୍ୟାନ ଦେଇନଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷକମାନେ ନିଜ ଉତ୍ପାଦ ଦେଶର କୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତିକୁ ବିକ୍ରି କରି ଲାଭ ହାସଲ କରନ୍ତୁ ବୋଲି ଏହି ଲୋକମାନେ ଚାହାନ୍ତି ନାହିଁ।
ପ୍ରଧାନମନ୍ତ୍ରୀ ଅନେକ କଲ୍ୟାଣକାରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଥିରେ ଜନଧନ ବ୍ୟାଙ୍କ ଆକାଉଣ୍ଟ, ଡିଜିଟାଲ ଇଣ୍ଡିଆ, ଅନ୍ତର୍ଜାତୀୟ ଯୋଗ ଦିବସ ଆଦି ସାମିଲ ରହିଛି। ଜନତାମାନେ ଏସବୁ ଯୋଜନାରୁ ଲାଭ ପାଇଥିଲେ ମଧ୍ୟ ବିରୋଧୀମାନେ ଏହାକୁ କେବଳ ବିରୋଧ କରିଥିଲେ।
ସେ କହିଥିଲେ ଯେ ଏମାନେ ସେହି ଲୋକ ଯେଉଁମାନେ ବାୟୁସେନାର ଆଧୁନିକୀକରଣକୁ ବିରୋଧ କରୁଥିଲେ, ବାୟୁସେନାରେ ଆଧୁନିକ ଯୁଦ୍ଧ ବିମାନ ବ୍ୟବସ୍ଥାକୁ ବିରୋଧ କରୁଥିଲେ। ଏମାନେ ସେହି ଲୋକ ଯେଉଁମାନେ ୱାନ ରେଙ୍କ ୱାନ୍ ପେନସନ ନୀତିକୁ ବିରୋଧ କରୁଥିଲେ। ମାତ୍ର ସରକାର ବର୍ତ୍ତମାନସୁଦ୍ଧା ସେନା କର୍ମଚାରୀମାନଙ୍କର ବକେୟା ପେନସନ ବାବଦକୁ 11,000 କୋଟି ଟଙ୍କା ପଇଠ କରିସାରିଲେଣି।
ସେ କହିଥିଲେ ଯେ ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ସର୍ଜିକାଲ ଷ୍ଟ୍ରାଇକକୁ ବିରୋଧ କରୁଥିଲେ ଏବଂ ସେନାବାହିନୀ ଠାରୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କର ବାସ୍ତବ ଉଦ୍ଦେଶ୍ୟ କ’ଣ ତାହା ସାରା ଦେଶବାସୀ ଭଲ ଭାବେ ଜାଣିସାରିଛନ୍ତି। ସେ କହିଥିଲେ ଯେ ସମୟ ବିତିବା ସହିତ ବିରୋଧ କରୁଥିବା ଓ ପ୍ରଦର୍ଶନ କରୁଥିବା ଲୋକମାନେ ଅପ୍ରାସଙ୍ଗିକ ହୋଇଯିବେ।
**********
उत्तराखंड में उद्गम से लेकर पश्चिम बंगाल में गंगा सागर तक गंगा,
— PMO India (@PMOIndia) September 29, 2020
देश की करीब-करीब आधी आबादी के जीवन को समृद्ध करती हैं।
इसलिए गंगा की निर्मलता आवश्यक है, गंगा जी की अविरलता आवश्यक है: PM#NamamiGange
अगर पुराने तौर-तरीके अपनाए जाते, तो आज भी हालत उतनी ही बुरी रहती।
— PMO India (@PMOIndia) September 29, 2020
लेकिन हम नई सोच, नई अप्रोच के साथ आगे बढ़े।
हमने नमामि गंगे मिशन को सिर्फ गंगा जी की साफ-सफाई तक ही सीमित नहीं रखा, बल्कि इसे देश का सबसे बड़ा और विस्तृत नदी संरक्षण कार्यक्रम बनाया: PM
सरकार ने चारों दिशाओं में एक साथ काम आगे बढ़ाया।
— PMO India (@PMOIndia) September 29, 2020
पहला- गंगा जल में गंदा पानी गिरने से रोकने के लिए सीवेज ट्रीटमेंट प्लांटों का जाल बिछाना शुरू किया
दूसरा- सीवेज ट्रीटमेंट प्लांट ऐसे बनाए, जो अगले 10-15 साल की भी जरूरतें पूरी कर सकें: PM
तीसरा- गंगा नदी के किनारे बसे सौ बड़े शहरों और पांच हजार गांवों को खुले में शौच से मुक्त करना
— PMO India (@PMOIndia) September 29, 2020
और
चौथा- जो गंगा जी की सहायक नदियां हैं, उनमें भी प्रदूषण रोकने के लिए पूरी ताकत लगाना: PM#NamamiGange
प्रयागराज कुंभ में गंगा जी की निर्मलता को दुनियाभर के श्रद्धालुओं ने अनुभव किया था।
— PMO India (@PMOIndia) September 29, 2020
अब हरिद्वार कुंभ के दौरान भी पूरी दुनिया को निर्मल गंगा स्नान का अनुभव होने वाला है: PM#NamamiGange
अब गंगा म्यूजियम के बनने से यहां का आकर्षण और अधिक बढ़ जाएगा।
— PMO India (@PMOIndia) September 29, 2020
ये म्यूजियम हरिद्वार आने वाले पर्यटकों के लिए, गंगा से जुड़ी विरासत को समझने का एक माध्यम बनने वाला है: PM#NamamiGange
आज पैसा पानी में नहीं बहता, पानी पर लगाया जाता है।
— PMO India (@PMOIndia) September 29, 2020
हमारे यहां तो हालत ये थी कि पानी जैसा महत्वपूर्ण विषय, अनेकों मंत्रालयों और विभागों में बंटा हुआ था।
इन मंत्रालयों में, विभागों में न कोई तालमेल था और न ही समान लक्ष्य के लिए काम करने का कोई स्पष्ट दिशा-निर्देश: PM
नतीजा ये हुआ कि देश में सिंचाई हो या फिर पीने के पानी से जुड़ी समस्या, ये निरंतर विकराल होती गईं।
— PMO India (@PMOIndia) September 29, 2020
आप सोचिए, आजादी के इतने वर्षों बाद भी 15 करोड़ से ज्यादा घरों में पाइप से पीने का पानी नहीं पहुंचता था: PM
पानी से जुड़ी चुनौतियों के साथ अब ये मंत्रालय देश के हर घर तक जल पहुंचाने के मिशन में जुटा हुआ है।
— PMO India (@PMOIndia) September 29, 2020
आज जलजीवन मिशन के तहत हर दिन करीब 1 लाख परिवारों को शुद्ध पेयजल की सुविधा से जोड़ा जा रहा है।
सिर्फ 1 साल में ही देश के 2 करोड़ परिवारों तक पीने का पानी पहुंचाया जा चुका है: PM
देश की किसानों, श्रमिकों और देश के स्वास्थ्य से जुड़े बड़े सुधार किए गए हैं।
— PMO India (@PMOIndia) September 29, 2020
इन सुधारों से देश का श्रमिक सशक्त होगा, देश का नौजवान सशक्त होगा, देश की महिलाएं सशक्त होंगी, देश का किसान सशक्त होगा।
लेकिन आज देश देख रहा है कि कैसे कुछ लोग सिर्फ विरोध के लिए विरोध कर रहे हैं: PM
आज जब केंद्र सरकार, किसानों को उनके अधिकार दे रही है, तो भी ये लोग विरोध पर उतर आए हैं।
— PMO India (@PMOIndia) September 29, 2020
ये लोग चाहते हैं कि देश का किसान खुले बाजार में अपनी उपज नहीं बेच पाए।
जिन सामानों की, उपकरणों की किसान पूजा करता है, उन्हें आग लगाकर ये लोग अब किसानों को अपमानित कर रहे हैं: PM
इस कालखंड में देश ने देखा है कि कैसे डिजिटल भारत अभियान ने, जनधन बैंक खातों ने लोगों की कितनी मदद की है।
— PMO India (@PMOIndia) September 29, 2020
जब यही काम हमारी सरकार ने शुरू किए थे, तो ये लोग इनका विरोध कर रहे थे।
देश के गरीब का बैंक खाता खुल जाए, वो भी डिजिटल लेन-देन करे, इसका इन लोगों ने हमेशा विरोध किया: PM
चार साल पहले का यही तो वो समय था, जब देश के जांबांजों ने सर्जिकल स्ट्राइक करते हुए आतंक के अड्डों को तबाह कर दिया था।
— PMO India (@PMOIndia) September 29, 2020
लेकिन ये लोग अपने जांबाजों से ही सर्जिकल स्ट्राइक के सबूत मांग रहे थे।
सर्जिकल स्ट्राइक का भी विरोध करके, ये लोग देश के सामने अपनी मंशा, साफ कर चुके हैं: PM
भारत की पहल पर जब पूरी दुनिया अंतरराष्ट्रीय योग दिवस मना रही थी, तो ये भारत में ही बैठे ये लोग उसका विरोध कर रहे थे
— PMO India (@PMOIndia) September 29, 2020
जब सरदार पटेल की सबसे ऊंची प्रतिमा का अनावरण हो रहा था, तब भी ये लोग इसका विरोध कर रहे थे
आज तक इनका कोई बड़ा नेता स्टैच्यू ऑफ यूनिटी नहीं गया है: PM
पिछले महीने ही अयोध्या में भव्य राम मंदिर के निर्माण के लिए भूमिपूजन किया गया है।
— PMO India (@PMOIndia) September 29, 2020
ये लोग पहले सुप्रीम कोर्ट में राम मंदिर का विरोध कर रहे थे फिर भूमिपूजन का विरोध करने लगे।
हर बदलती हुई तारीख के साथ विरोध के लिए विरोध करने वाले ये लोग अप्रासंगिक होते जा रहे हैं: PM
गंगा जल की स्वच्छता को लेकर अगर वही पुराने तौर-तरीके अपनाए जाते, तो आज भी हालत उतनी ही बुरी रहती।
— Narendra Modi (@narendramodi) September 29, 2020
लेकिन हम नई सोच, नई अप्रोच के साथ आगे बढ़े।
आज हुए लोकार्पण के साथ उत्तराखंड में नमामि गंगे कार्यक्रम के लगभग सभी बड़े प्रोजेक्ट्स पूरे हो चुके हैं। #NamamiGange pic.twitter.com/ySAU2CC3aC
अब नमामि गंगे अभियान को एक नए स्तर पर ले जाया जा रहा है।
— Narendra Modi (@narendramodi) September 29, 2020
गंगा जी की स्वच्छता के अलावा अब इससे सटे पूरे क्षेत्र की अर्थव्यवस्था और पर्यावरण के विकास पर भी फोकस है।
गंगा जी के दोनों ओर पेड़-पौधे लगाने के साथ ही ऑर्गेनिक फार्मिंग से जुड़ा कॉरिडोर भी विकसित किया जा रहा है। pic.twitter.com/IdoLCXzdC6
आज देश उस दौर से बाहर निकल चुका है, जब पानी की तरह पैसा तो बह जाता था, लेकिन नतीजे नहीं मिलते थे।
— Narendra Modi (@narendramodi) September 29, 2020
आज पैसा पानी में नहीं बहता, पानी पर लगाया जाता है।
आज जल जीवन मिशन के तहत हर दिन करीब 1 लाख परिवारों को शुद्ध पेयजल की सुविधा से जोड़ा जा रहा है। #NamamiGange pic.twitter.com/4Gb5kRnukl
जल जीवन मिशन गांव और गरीब के घर तक पानी पहुंचाने का तो अभियान है ही, यह ग्राम स्वराज और गांव के सशक्तिकरण को भी नई बुलंदी देने वाला अभियान है। #NamamiGange pic.twitter.com/NZm3NG2m3t
— Narendra Modi (@narendramodi) September 29, 2020
देश के लिए हो रहे हर काम का विरोध करना कुछ लोगों की आदत हो गई है।
— Narendra Modi (@narendramodi) September 29, 2020
इनकी स्वार्थनीति के बीच आत्मनिर्भर भारत के लिए बड़े रिफॉर्म्स का यह सिलसिला निरंतर जारी रहेगा। #NamamiGange https://t.co/ex1cMLIgaO