Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଜନ୍ମ ବାର୍ଷିକୀ ଅବସରରେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ସ୍ମରଣ କରୁଛି । ଭାରତୀୟ ଇତିହାସରେ ତାଙ୍କର ଦୃଢ଼ ଏବଂ ଅବିସ୍ମରଣୀୟ ପ୍ରଭାବ ରହିଛି । ଶିକ୍ଷାର ପ୍ରସାର ଏବଂ ଦେଶପ୍ରେମର ଭାବନାକୁ ଜାଗ୍ରତ ଓ ପରିପ୍ରସାର କରିବା ଦିଗରେ ତାଙ୍କ ପ୍ରୟାସ ସର୍ବଦା ସ୍ମରଣୀୟ ରହିବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

*****