ନ୍ୟୁ ଅର୍ଲିନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭୀରୁତାପୂର୍ଣ୍ଣ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆଜି ତାହାକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ନ୍ୟୁ ଅର୍ଲିନ୍ସରେ ହୋଇଥିବା ଭୀରୁତାପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣକୁ ଆମେ କଠୋର ଶବ୍ଦରେ ନିନ୍ଦା କରୁଛୁ । ପୀଡ଼ିତ ଓ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଆମର ସମ୍ବେଦନା । ଭଗବାନ ସେମାନଙ୍କୁ ଏଭଳି ଦୁଃଖଦ ସ୍ଥିତିର ସମ୍ମୁଖୀନ ହେବା ଲାଗି ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।”
SR
We strongly condemn the cowardly terrorist attack in New Orleans. Our thoughts and prayers are with the victims and their families. May they find strength and solace as they heal from this tragedy.
— Narendra Modi (@narendramodi) January 2, 2025