ଚାଷୀଙ୍କ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ
ଗତକାଲି ନ୍ୟାସନାଲ ଟର୍ମରିକ୍ ବୋର୍ଡ ସ୍ଥାପନା ବାବଦରେ ପ୍ରଧାନମନ୍ତ୍ରୀ ଘୋଷଣା କରିବା ଉପରେ ନିଜାମାବାଦ ସାଂସଦ ଶ୍ରୀ ଅରବିନ୍ଦ ଧର୍ମପୁରଙ୍କ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
କୃଷକଙ୍କ କଲ୍ୟାଣ ଏବଂ ସମୃଦ୍ଧତା ଆମର ସର୍ବଦା ପ୍ରାଥମିକତା ରହିଆସିଛି ।
ନ୍ୟାସନାଲ ଟର୍ମରିକ୍ ବୋର୍ଡ ପ୍ରତିଷ୍ଠା କରି ଆମେ ଆମ ଚାଷୀଙ୍କ ସାମର୍ଥ୍ୟକୁ ବ୍ୟବହାର କରିବା ଏବଂ ସେମାନଙ୍କୁ ଉପଯୁକ୍ତ ଭାବେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛୁ ।
ନିଜାମାବାଦ ପାଇଁ ଏହା ବିଶେଷ ଲାଭଦାୟକ ।
ଆମ ହଳଦୀ ଚାଷୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ କରିବାକୁ ଯାହା ଆବଶ୍ୟକ ତାହା କରିବା ଜାରି ରଖିବୁ ।’
మన రైతుల శ్రేయస్సు,సౌభాగ్యాలే ఎల్లప్పుడూ మా మొదటి ప్రాధాన్యత. జాతీయ పసుపు బోర్డును ఏర్పాటు చేయడం ద్వారా, మన పసుపు రైతుల సామర్థ్యాన్ని సరిగ్గా వినియోగించుకోవడం, వారికి తగిన మద్దతును అందించడమే మా లక్ష్యం. ముఖ్యంగా దీనిద్వారా నిజామాబాద్కు అందే ప్రయోజనాలు అపారం.
మన పసుపు రైతులకు… https://t.co/xYazlleO07
— Narendra Modi (@narendramodi) October 2, 2023
SR
The well-being and prosperity of our farmers has always been our top priority.
— Narendra Modi (@narendramodi) October 2, 2023
By establishing the National Turmeric Board, we aim to harness the potential of our turmeric farmers and give them the support they rightly deserve.
The benefits for Nizamabad are particularly… https://t.co/xYazlleO07