ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିଶିଥ ପ୍ରମାଣିକଙ୍କ ଏକ ଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି । ଏଥିରେ ପଶ୍ଚିମବଙ୍ଗର ଉଦାହରଣ ଶେୟାର କରାଯାଇଛି । ଏହି ଟ୍ୱିଟ ଶୃଙ୍ଖଳ ଦେଶରେ ଅଧିକରୁ ଅଧିକ ଏମ୍ସ ସ୍ଥାପନର ସୁଫଳ ସମ୍ପର୍କରେ ଗୁରୁତ୍ୱାରୋପ କରୁଛି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପଶ୍ଚିମବଙ୍ଗର ଉଦାହରଣ ଉଲ୍ଲେଖ କରି ଏହି ଟ୍ୱିଟ ଶୃଙ୍ଖଳ ଦେଶରେ ଅଧିକରୁ ଅଧିକ ଏମ୍ସ ସ୍ଥାପନର ସୁଫଳ ସମ୍ପର୍କରେ ଗୁରୁତ୍ୱାରୋପ କରୁଛି ।
ଏହି ସନ୍ଦର୍ଭରେ ଆମ ସରକାର ମେଡିକାଲ କଲେଜଗୁଡିକର ସଂଖ୍ୟା ବଢାଉଛି ଓ ସ୍ଥାନୀୟ ଭାଷାରେ ଡାକ୍ତରୀ ପଢିବା ସୁନିଶ୍ଚିତ କରୁଛି । ଏହା ଲୋକଙ୍କୁ ସାହାଯ୍ୟ କରୁଛି ।”
Citing the example of West Bengal, this thread highlights the benefits that come with more AIIMS across India.
On a connected note, our Government is expanding the number of medical colleges and also ensuring medicine can be studied in local languages. This is helping people. https://t.co/M3SeT9AjD5
— Narendra Modi (@narendramodi) April 8, 2023
SR